ଗର୍ଭବତୀ ମହିଳାଙ୍କ ପାଇଁ ଡିଭାଇସ ତିଆରି କରିଥିବା ଛାତ୍ରୀଙ୍କୁ ସମ୍ମାନିତ କଲେ କେନ୍ଦ୍ର ସରକାର

ନବମ ଶ୍ରେଣୀର ଏହି ଛାତ୍ରୀ ଜଣଙ୍କ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଛନ୍ତି। ଛାତ୍ରୀଙ୍କ ନାଁ ରିଶିତା ସାମନ୍ତରାୟ। ରିଶିତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। କାରଣ ରିଶିତା ଏମିତି ଏକ ଡିଭାଇସ ତିଆରି କରିଛନ୍ତି ଯେଉଁଥିରେ ମହିଳାମାନେ ବେଶ୍ ଉପକୃତ ହେବେ। କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ରିଶିତାଙ୍କ ଘରେ କାମ କରୁଥିବା ଜନୈକ ମହିଳାଙ୍କ ଅସୁବିଧାକୁ ଦେଖି ସେ ଏହି ଡିଭାଇସ ତିଆରି କଲେ।ରିଶିତାଙ୍କ ଘରର ମେଡଙ୍କ ଝିଅ ବାରମ୍ବାର ବସ୍ ଯାତ୍ରା…

Read More

ମଜନୁର ମନ ମହିଳାଙ୍କ ଧନରେ, ଗିରଫ ହେଲା 5 ମହିଳାଙ୍କ ସ୍ବାମୀ ସତ୍ୟଜିତ

ଜଣେ ନୁହେଁ କି ଦୁଇ ଜଣ ନୁହେଁ 49 ଜଣ ମହିଳାଙ୍କ ବର ସାଜିବା ଚକ୍କରରେ ସିରିଜ ଚୂନା ମାରିଛି ଜଣେ ଯୁବକ । ବିଶ୍ବାସ ନହେଲେ ବି ଏହା ସତ, ସଂପୃକ୍ତ ଯୁବକର ମୁଖା ଖୋଲିଛି କମିଶନରେଟ ପୋଲିସ। କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ ବୋଲି ଜଣାଯାଇଛି। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା…

Read More