
Odisha


‘ସେବା ସମାଜ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତି ଦେବୀ, ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ
ଭୁବନେଶ୍ଵର, ୧୮/୧୧ : ଶାନ୍ତି ଦେବୀ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ରାଜେନ୍ଦ୍ର ମୋହନ ଦାସ, ମାତା ନେତ୍ରମଣି ଦେବୀ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ । ପିଲାଟି ଦିନରୁ ଶାନ୍ତି ଦେବୀ ଗାନ୍ଧିଜୀ ଏବଂ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ୍ ପାସ୍ କଲାପରେ କଲେଜ ଛାଡ଼ି ସମାଜସେବା ନିମିତ୍ତ ନିଷ୍ପତ୍ତି ନେଇଥିଲେ…

୨୧ ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଫର୍ମ ପୂରଣ
ଭୁବନେଶ୍ୱର, ୧୮/୧୧ : ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଆରମ୍ଭ ହେବ ଫର୍ମ ପୂରଣ। ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିବାର ସୁଯୋଗ ମିଳିବ। ଏହି ସମୟସୀମା ମଧ୍ୟରେ ଫର୍ମପୂରଣ ନକରିପାରିଲେ ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ। ତେବେ ଡିସେମ୍ବର ୭ ଫର୍ମ ପୂରଣର ଶେଷ ତାରିଖ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ…

ଜାନୁଆରୀ ୧୫ ସୁଦ୍ଧା ଓଏଭି ପ୍ରବେଶିକା, ଏପ୍ରିଲ୍ ୨ରୁ ୩୦ ମଧ୍ୟରେ ନାମଲେଖା
ଭୁବନେଶ୍ଵର, ୦୭/୧୧ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍ଏଭି)ରେ ନାମଲେଖା ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏଥିପାଇଁ ଗତ ୧ ତାରିଖଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦ ତାରିଖ ପଞ୍ଜୀକରଣର ଶେଷ ତାରିଖ ରହିଛି । ୨୦୨୪ ଜାନୁଆରୀ ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରବେଶିକା ପରୀକ୍ଷା କେନ୍ଦ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସ୍ଥିର କରିବ…

ଆଜିଠୁ ୨୭୧୨ ପଦବି ପାଇଁ ଓଏସ୍ଏସ୍ଏସ୍ସିରେ ଆବେଦନ
ଭୁବନେଶ୍ୱର, ୨୬/୧୦: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି) ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପାଇଁ ଗୁରୁବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଓଏସ୍ଏସ୍ଏସ୍ସିର ୱେବସାଇଟ www.osssc.gov.in ରେ ଆବେଦନ କରିପାରିବେ । ଆବେଦନ ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ । ଚଳିତଥର ମୋଟ ୨୭୧୨ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲାଇଭଷ୍ଟକ୍ ଇନ୍ସପେକ୍ଟର ପାଇଁ ୭୧୯, ଫରେଷ୍ଟର ପାଇଁ ୩୧୬…

ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲରେ ଫିଚର ଫିଲ୍ମ କ୍ୟାଟେଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ସମ୍ମାନିତ ହେଲା ଫିଲ୍ମ ବାଘ ବଜାରୀ
ଭୁବନେଶ୍ୱର, ୧୫/୧୦ : ସିଲଭର ସିଟି ଫିଲ୍ମ ଫେଷ୍ଟିଭାଲ୍ କଟକରେ ଫିଚର ଫିଲ୍ମ କ୍ୟାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ ଶ୍ରେଷ୍ଠ ନିର୍ଦ୍ଦେଶନା ଭାବରେ ଫିଲ୍ମ ବାଘ ବଜାରୀ ଡ୍ୟାନ୍ସ ଅଫ ଟାଇଗର୍ସ ସମ୍ମାନିତ ହୋଇଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ…

କଡ଼ାକଡ଼ି ହେବ ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ
ଭୁବନେଶ୍ଵର, ୧୪/୧୦ : ଏଣିକି କଲେଜରେ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରୀ । ଉପସ୍ଥାନ କମ୍ ହେଲେ ପରୀକ୍ଷା ଦେବାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ । ଦରକାର ପଡ଼ିଲେ ସେମାନଙ୍କୁ ଗୋଟିଏ ବର୍ଷ ଡ୍ରପ୍ କରାଯିବ । ଏପରି କଡ଼ା ଆଭିମୁଖ୍ୟ ନେଇଛି ଉଚ୍ଚଶିକ୍ଷା ବିଭାଗ । ଏଥିପାଇଁ ସମସ୍ତ ସରକାରୀ କଲେଜ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ, ଘରୋଇ କଲେଜର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ମାଗିଛି ଉଚ୍ଚଶିକ୍ଷା ବିଭାଗ। ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ରହିବା ଜରୁରି…

ଇଣ୍ଟର୍ଣ୍ଣସିପ୍ କରିବେ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ
ଭୁବନେଶ୍ୱର, ୧୪/୧୦ : ସ୍ନାତକ ଛାତ୍ରଛାତ୍ରୀ କରିବେ ଇଣ୍ଟର୍ଣ୍ଣସିପ୍ । ଏହାକୁ ବାଧ୍ୟତାମୂଳକ କରିବାକୁ ଏକ ରୁଲ୍ ଡ୍ରାପ୍ଟ କରିଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) । ଛାତ୍ରଛାତ୍ରୀଙ୍କୁ ନିଯୁକ୍ତିକ୍ଷମ କରିବା ଲାଗି ଏପରି ନିଷ୍ପତ୍ତି ନିଆଯାଇଛି । ଏହା ଦ୍ୱାରା ଗବେଷଣାର ଗୁରୁତ୍ୱ ବଢିବା ସହ କ୍ରେଡିଟ୍ ବୃଦ୍ଧି ପାଇବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରତି ଉଚ୍ଚଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି…

ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରର ମଙ୍ଗ ଧରିଥିଲେ ପଦ୍ମଶ୍ରୀ ଶୈଳବାଳା ଦାସ, ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିବା ପ୍ରଥମ ଓଡ଼ିଆ ମହିଳା
ଭୁବନେଶ୍ଵର, ୦୭/୧୦ : ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳା ଦାସଙ୍କ ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ। ସେ ଜଣେ ନିଷ୍ଠାପର ସମାଜସେବୀ ଥିଲେ। ସେ ୩ ଅପ୍ରେଲ ୧୯୫୨ରୁ ୨ ଅପ୍ରେଲ ୧୯୫୪ ପର୍ଯ୍ୟନ୍ତ ରାଜ୍ୟସଭା ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଶୈଳବାଳା ମହିଳା ମହାବିଦ୍ୟାଳୟ ତାଙ୍କ ନାମରେ ନାମିତ ହୋଇଛି । ୧୮୯୨ ମସିହାରେ ମଧୁସୂଦନ ଦାସ ବିଧିବଦ୍ଧ ଭାବେ ଶୈଳବାଳାଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ଶୈଳବାଳା କୋଲ୍କାତାର ଭବାନୀପୁରସ୍ଥିତ…

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଦେହାନ୍ତ ପରେ ବିଦେଶରୁ ଚାକିରୀ ଛାଡ଼ିଲେ ଝିଅ, ଚଳାଉଛନ୍ତି ବାପାଙ୍କ ସ୍କୁଲ
ଭୁବନେଶ୍ଵର, ୦୫/୦୯ : ୨୦୦୦ ମସିହାରେ ନିଜ ପ୍ରଚେଷ୍ଟାରେ ଶତାଧିକ ଅଭାବୀ ନିରକ୍ଷର ପିଲାଙ୍କୁ ଶିକ୍ଷିତ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ କଟକର ପଦ୍ମଶ୍ରୀ ଡି ପ୍ରକାଶ ରାଓ। ତାଙ୍କ ମାଧ୍ୟମରେ ବହୁ ଗରିବ ପରିବାରରେ ଶିକ୍ଷାର ଆଲୋକ ପ୍ରଜ୍ଜ୍ଵଳନ ହୋଇଥିଲା। ସମାଜରେ ତାଙ୍କ ଏଭଳି ପ୍ରମୁଖ ଯୋଗ ଦାନ ପାଇଁ ତାଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରକାଶ ରାଓ ନିଜେ ୧୦ମ ପାସ୍ କରିନଥିଲେ ମଧ୍ୟ ସେ ଶିକ୍ଷାର ଗୁରୁତ୍ଵକୁ ବୁଝି ପାରିଥିଲେ।…