Cuttack Bali Ytra

ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

କଟକର ଐତିହାସିକ ବାଲିଯାତ୍ରାକୁ ମିଳିଳା ଜାତୀୟ ମାନ୍ୟତା। ଏ ନେଇ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଦୀର୍ଘ ଦିନ ଧରି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ଯେଉଁ ଦାବି ହୋଇଆସୁଥିଲା ଆଜି ତାହା ପୂରଣ ହୋଇଛି। ଆଜି ଏ ସଂପର୍କରେ ପ୍ରେସ ଇନଫର୍ମେସନ ବ୍ୟୁରୋ ମାଧ୍ୟମରେ ସୂଚନା ଦିଆଯାଇଛି। ଯେଉଁଥିରେ କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ଲାଗି ସୂଚନା ଦିଆଯାଇଛି। ଦକ୍ଷିଣ ପୂର୍ବ ଏସିଆ ସହିତ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ…

Read More

109 ଫସଲର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ଏହି ‘ପ୍ରଥମା’

୧୦୯ ଭେରାଇଟିର ୬୧ଟି ଶସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଯାହା ମଧ୍ୟରେ ୩୪ ଟି ସାଧାରଣ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ରହିଛି । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । 34 ସାଧାରଣ ଫସଲ…

Read More

୩୮ ଦାନ୍ତ ପାଇଁ ମହିଳାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨/୧୧ : ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳା ୩୮ ଦାନ୍ତ ପାଇଁ ମହିଳା ବିଭାଗରେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଗିନିଜ୍‌ ବିଶ୍ୱ ରେକର୍ଡ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢ଼ିରେ ୪ ଓ ଉପର ମାଢ଼ିରେ ୨ ଅତିରିକ୍ତ ଦାନ୍ତ ରହିଛି । କୈଶୋରାବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ । ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ…

Read More

ଆଜି ବିଶ୍ୱ ଶିଶୁ ଦିବସ, ଚଳିତ ବର୍ଷର ଥିମ୍ ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’

ଭୁବନେଶ୍ଵର, ୨୦/୧୧ : ସାରା ବିଶ୍ୱର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ଲାଗି ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଥାଏ । ୧୯୫୪ ମସିହାରେ ଏହାକୁ ପ୍ରଥମ ଥର ଲାଗି ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି । ଏହି ଦିନ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ…

Read More

ପ୍ରତି ମହିଳାଙ୍କ ପାଇଁ ଉଦାହରଣ ସାଇମା ଉବୈଦ, ଭାରା ଉତ୍ତୋଳନରେ କରିଛନ୍ତି ରେକର୍ଡ

ନୂଆଦିଲ୍ଲୀ, ୧୭/୧୧ : କ୍ରୀଡ଼ାରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଉଛି। ମହିଳା ହକି ଦଳ ଏବଂ ମହିଳା କ୍ରିକେଟ୍ ଦଳ ମଧ୍ୟ ପୁରୁଷ ଖେଳାଳିଙ୍କ ପରି ସମାନ ମାନ୍ୟତା ପାଇବା ଆରମ୍ଭ କରିଛନ୍ତି। ଏହା ସହିତ ମହିଳାମାନେ କୁସ୍ତି, କବାଡି ଏବଂ ପୁରୁଷଙ୍କ ପରି ଶରୀର ନିର୍ମାଣ ଭଳି କ୍ରୀଡ଼ାରେ ଅଂଶଗ୍ରହଣ କରିବା ଆରମ୍ଭ କରିଛନ୍ତି। ଫିଲ୍ମ ଦଙ୍ଗଲ ହେଉ କିମ୍ବା ଚକ ଦେ ଇଣ୍ଡିଆ ଝିଅମାନେ ଏହି ସବୁ ଚଳଚ୍ଚିତ୍ରରେ କୁସ୍ତି ଏବଂ ହକି ଖେଳୁଥିବା…

Read More

କିଏ ଏହି ଶୀତଲ ଦେବୀ, ଯାହାଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଆନନ୍ଦ ମହିନ୍ଦ୍ରା, ଆଶୀର୍ବାଦ ଦେଇଥିଲେ ମୋଦି

ଭୁବନେଶ୍ଵର, ୦୭/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏସିଆନ୍ ପାରା ଗେମ୍ସ ୨୦୨୩ରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଭେଟିଥିଲେ। ଏହି ଖେଳାଳିମାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରର ଶିତଲ ଦେବୀଙ୍କୁ ପ୍ରଧାନମନ୍ତ୍ରୀ ଆଶୀର୍ବାଦ କରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୀତଲ କେବଳ ଦେଶ ପାଇଁ ଗୌରବ ଆଣିନାହାଁନ୍ତି ବରଂ ଅନେକ ମହାନ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି। ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଏହି ମହିଳା ଖେଳାଳିଙ୍କୁ…

Read More

୧୦ ବର୍ଷୀୟ ବାଳକଙ୍କୁ ବନ୍ୟଜୀବ ଫଟୋଗ୍ରାଫର୍‌ ସମ୍ମାନ

ବେଙ୍ଗାଲୁରୁ, ୦୧/୧୧ : ଚଳିତ ବର୍ଷର ବନ୍ୟଜୀବ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବେଙ୍ଗାଲୁରୁର ୧୦ ବର୍ଷୀୟ ବିହାନ ତାଲ୍ୟ ବିକାଶ । ଲଣ୍ଡନଠାରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପ୍ରତିଯୋଗିତା ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ଦ୍ୱାରା ଆୟୋଜିତ ହୋଇଥିଲା । ‘ଫଟୋଗ୍ରାଫିର ଅସ୍କାର’ ଭାବେ ପରିଚିତ ଏହି ପ୍ରତିଯୋଗିତା ବିଶ୍ୱର ସବୁଠୁ ଅସାଧାରଣ ଫଟୋଗ୍ରାଫି ପ୍ରଦର୍ଶନର ଏକ ବିଶ୍ୱସ୍ତରୀୟ ମଞ୍ଚ । ବିହାନଙ୍କୁ ବିଜେତା କରିଥିବା ଫଟୋ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସହିତ ଏକ ବୁଢ଼ିଆଣୀର ଅଜବ…

Read More

ଆଇପିଏସ୍ ଡି ରୁପା କିଏ ? ଯିଏ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ

ନୂଆଦିଲ୍ଲୀ, ୨୮/୧୦ : ଭାରତରେ ନାରୀଙ୍କୁ ଦେବୀର ସ୍ଵରୂପ ବୋଲି ମାନନ୍ତି। ଜଣେ ନାରୀ ମା’ ହୋଇପାରେ ଆଉ ସମୟ ଆସିଲେ ଚଣ୍ଡୀ ବେଶ ଧରି ସଂହାର କରିପାରେ। ଆମେ ଏଭଳି ଜଣେ ସାହାସୀ, ନିର୍ଭୀକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଖୁବ୍ ପରିଚିତ। ତାଙ୍କର ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି। ସେ ହେଉଛନ୍ତି ଆଇପିଏସ୍ ଡି ରୁପା। ତାଙ୍କ ନାମରେ ଅନେକ ସଫଳତା ରହିଛି। ପ୍ରତ୍ୟେକ ମହିଳା ତାଙ୍କ…

Read More

ଆପଣଙ୍କ ପିଲା ଅଧିକ ରାଗୁଛନ୍ତି କି ? ଦିଅନ୍ତୁ ତୁଳସୀ, କମିବ କ୍ରୋଧ

ଭୁବନେଶ୍ୱର, ୨୩/୧୦ : ପିଲା ଯଦି କଥାକେ କଥାକେ ଅତିରିକ୍ତ ରାଗିଯାଉଥାଏ ତେବେ ବାପା, ମା’ ତଥା ପରିବାରର ଅନ୍ୟ ଗୁରୁଜନମାନେ ଚିନ୍ତିତ ହେବା ସ୍ୱାଭାବିକ । ତେବେ ପିଲାର ଏହି କ୍ରୋଧଭାବ କମାଇବା ଲାଗି ନିଜର ଆଚରଣ ପ୍ରତି ବାପା, ମା’ ସର୍ବଦା ଜାଗ୍ରତ ରହିବା ଜରୁରି । ପିଲାକୁ ସର୍ବଦା ଶାନ୍ତ ତଥା ଧୈର୍ଯ୍ୟର ସହ ବୁଝାଇବା ଦରକାର । ଗ୍ରହ ପ୍ରଭାବରୁ ମଧ୍ୟ ପିଲା ରାଗି ହୋଇଥାଏ । ଏଣୁ ନିଜ ଆଚରଣ…

Read More

ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍‌ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍‌ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍…

Read More