ଘାଟୀରେ ହେଉଛି ମହିଳା ସଶକ୍ତିକରଣ, ଜାମ୍ମୁ କାଶ୍ମୀରର ପ୍ରଥମ ମହିଳା ଇ-ରିକ୍ସା ଚାଳକ ସୀମା ଦେବୀ

ନୂଆଦିଲ୍ଲୀ, ୦୭/୦୧ : ଘାଟୀରେ ହେଉଛି ମହିଳା ସଶକ୍ତିକରଣ। ମହିଳାଙ୍କୁ ନେଇ ସମାଜରେ ହେଉଛି ପରିବର୍ତ୍ତନ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ସୀମା ଦେବୀ। ଯେଉଁଠି ମହିଳାଙ୍କ ଏରୁଣ୍ଡି ବନ୍ଦ ଡେଇଁବାକୁ ଅନୁମତି ନାହିଁ ସେଠାରେ ପୁରୁଷଙ୍କ ସହ କାନ୍ଧ ମିଶାଇ କାମ କରି ଘର ଚଳାଉଛନ୍ତି ସୀମା ଦେବୀ। ସେ ଇ-ରିକ୍ସା ଚଳାଇ ତାଙ୍କର ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କର ସଙ୍ଘର୍ଷପୂର୍ଣ୍ଣ କାହାଣୀ ବିଷୟରେ। ଜାମ୍ମୁ କାଶ୍ମୀରର ନାଗରୋଟା ଜିଲ୍ଲାର ଜଣେ…

Read More

ମଦ ପିଇ ମାତାଲ ହେଲା ଶେଷରେ ଶିଶୁପାଳ ହୋଇଫେରିଲା

ଆପଣ ଠିକ ପଢ଼ିଛନ୍ତି ବର ମଦ ପିଇ ନାଚିଲା, ବରଯ଼ାତ୍ରୀ ବି ଡେଇଁଲେ ଆଉ ଫଳ ହୋଇଥିଲା କନିଆଁ ବାହା ହେଇଗଲା ଆଉ କାହାକୁ । ବାହାଘର ଜୀବନର ଏକ ଅମୂଲ୍ୟ ଅନୁଭୁତି, ଏହି ବାହାଘରକୁ ସ୍ମରଣୀୟ କରିବା ଲାଗି କିଏ କେତେ କଣ କରିଦେଉଛନ୍ତି । ହେଲେ ଏଠି ତ ଏମିତି ଘଟିଲା ଯ଼ାହା ଜୀବନ ତମାମ ମନେ ରହିବ ତା ସାଙ୍ଗକୁ ସାହିପଡ଼ିଶା ଡେଇଁ ଦେଶ ବିଦେଶ ଲୋକ ଛିଛାକର କଲେଣି । ଘଟଣା…

Read More