6 ମାସରେ ଦୁଇଟି ଚନ୍ଦ୍ରଗ୍ରହଣ କାହା ପାଇଁ କେତେ ଶୁଭ କିମ୍ବା ଅଶୁଭ

ଆସନ୍ତା ସେପ୍ଟେମ୍ବର ୭ ଭାଦ୍ରବ ପୂର୍ଣ୍ଣମୀ ତିଥିରେ ପଡୁଛି ଚନ୍ଦ୍ର ଗ୍ରହଣ। ଏଥିସହ ଆସନ୍ତା ବର୍ଷ 2026 ମା ର୍ଚ୍ଚ ୩ ତାରିଖ ଦୋଳପୂର୍ଣ୍ଣମୀରେ ଆଉ ଏକ ଚନ୍ଦ୍ର ଗ୍ରହଣଦୃଶ୍ୟମାନ ହେବ । 7 ତାରିଖ ରାତି 9 57 ମିନିଟ ଗ୍ରହଣ ଲାଗୁ ହେବ । ଗ୍ରହଣ ଛାଡ଼ିବ ରାତି ଗୋଟାଏ 27 ମିନିଟ 17 ସେକେଣ୍ଡରେ । ଯେହେତୁ ରାତି 9ଟା 57 ମିନିଟ ଗ୍ରହଣ ଲାଗୁଛି ତେଣୁ ଏହାର 9 ଘଣ୍ଟା ପୂର୍ବରୁ…

Read More

କଣ ଏହି ଡିଜିଟାଲ ଉପବାସ, କାହିଁକି ଏହା ଜରୁରୀ

ଆଜିକାଲି ଡିଜିଟାଲ ଯୁଗ। ଯାହାକୁ ଦେଖିବ ତା ହାତରେ ରହିଛି ସ୍ମାର୍ଟ ଫୋନ। ଅଫିସ ଘର କ୍ଲାସରୁମ ସବୁଠି ରହିଛି ଡିଜିଟାଲ ସ୍କ୍ରିନ, ଲ୍ୟାପଟପ, ଟାବଲେଟ ଏବଂ ଇଣ୍ଟରନେଟ । ଏହି ଗ୍ୟାଜେଟ୍ ଗୁଡ଼ିକ ଆମ ଜୀବନକୁ ଯେତିକି ସହଜ କରୁଛନ୍ତି ସେତିକି ଆମକୁ ଜାଲରେ ବାନ୍ଧି ଦେଉଛନ୍ତି । ଚାହିଁଲେ ବି ଆମେ ସେଥିରୁ ମୁକୁଳି ପାରିନଥାଉ, ଯଦିଓ ଆମେ ଜାଣିଛୁ ଯେ ଆମେ ଯେଉଁ ରିଲସ, କିମ୍ବା ସୋସିଆଲ ମିଡିଆ ଦେଖୁଛୁ ତାହା ଅନନ୍ତ…

Read More

ଆପଣଙ୍କ ମୋବାଇଲ ହିଟ୍ ହେଉଛି କି? ସାବଧାନ

ଆପଣଙ୍କ ମୋବାଇଲ ହିଟ୍ ହେଉଛି କି? ବିନା କାରଣରେ ବ୍ୟବହାର ନ କଲେ ବି ଗରମ ହେଉଛି କି ଆପଣଙ୍କ ମୋବାଇଲ? ମୋବାଇଲ ଅନ କଲାମାତ୍ରେ ଅଜବ ଗଜବ ବ୍ୟବହାର କରୁଛି କି? କଥାବାର୍ତ୍ତା ନକଲେ ବି ବ୍ୟାଟେରି ସରିଯାଉଛି କି ? ବିନା କାରଣରେ ଡେଟା ସରିଯାଉଛି କି, ଆପଣଙ୍କୁ ଅଧିକ ରିଚାର୍ଜ କରିବାକୁ ପଡୁଛି କି ? ତାହେଲେ ସାବଧାନ ହୋଇଯାଆନ୍ତୁ ଆପଣଙ୍କ ଉପରେ କାହାର ନଜର ପଡ଼ିଲାଣି। ଆପଣ ହୁଏତ ଫୋନ ଖରାପ…

Read More

ବର୍ଷା ସମୟରେ ଆପଣ ଗାଡ଼ି ଚଳାଉଥିଲେ ଏହା ନିହାତି ଜାଣନ୍ତୁ

ମୌସୁମୀ ଆସିଲା ବର୍ଷା ଆଣିଲା ସମସ୍ତେ ଖୁସି ହେଲେ କିନ୍ତୁ ଦିନ କେଇଟାରେ ଏବେ ଚିନ୍ତା ବଢ଼ାଇ ଦେଲାଣି। ଏସନ ଏମିତି ବର୍ଷା ଲାଗି ରହିଛି ଯେ ରେକର୍ଡ କହୁଛି ଜୁନରେ କୁଆଡ଼େ ଶହେ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେଣୁ ବର୍ଷା ଯଦି ଲାଗି ରହେ କାମ ତ ଅଟକିବନି, ଯିବାକୁ ପଡ଼ିବ। ତାହା ତ ଠିକ୍ କିନ୍ତୁ ଏହି ବର୍ଷା ଦିନେ ବାହାରକୁ ଯିବାକୁ ହେଲେ ଭାରି କଷ୍ଟ ସହିବାକୁ ପଡ଼େ। ଏମିତିକି…

Read More
Lal Mirch Powder

ଭେଜାଲ ଲାଲ ମିର୍ଚ୍ଚି ପାଉଡରରେ ମିଶୁଛି କଣ? କାହିଁକି ଏହା ସ୍ବାସ୍ଥ୍ୟ ପାଇଁ ବିପଦ ଜାଣନ୍ତୁ

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଏଫ୍. ଏସ୍. ଏସ୍. ଏ. ଆଇ. ପତଞ୍ଜଳୀକୁ ଏକ ସମ୍ପୂର୍ଣ୍ଣ ବ୍ୟାଚ୍ ଲାଲ ଲଙ୍କା ପାଉଡର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ପତଞ୍ଜଳି ବଜାରରୁ 4 ଲକ୍ଷ ଟନ୍ ଲାଲ ଲଙ୍କା ପାଉଡର (200 ଗ୍ରାମ୍ ପ୍ୟାକେଟ) ପ୍ରତ୍ୟାହାର କରିବାକୁ…

Read More

ବେଶୀ ପାଣି ପିଉଛନ୍ତି କି ଏ କଥା ଜାଣିନିଅନ୍ତୁ

ଭୁବନେଶ୍ଵର,  : ବାରମ୍ବାର ଅଧିକ ପାଣି ପିଇବା କାରଣରୁ ଶରୀରରେ ‘ୱାଟର୍‌ ଟକ୍ସିଟି’ ହୋଇପାରେ । ଏହାଦ୍ୱାରା ଶରୀରରେ କେତେକ ଗମ୍ଭୀର ସମସ୍ୟା ଆସିଥାଏ । ଏପରିକି ଶରୀରରେ ଥିବା ଇଲେକ୍ଟ୍ରୋଲାଇଟ୍ସର ସନ୍ତୁଳନ ବିଗିଡ଼ି ଯାଇପାରେ । ସୁସ୍ଥ ରହିବା ତଥା ଶରୀରର ଠିକ୍‌ ଭାବେ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାତ୍ରାର ପାଣି ପିଇବା ଆବଶ୍ୟକ । ଯଦି ଆପଣ କମ୍‌ ପାଣି ପିଅନ୍ତି, ତେବେ ଶରୀରର ଅନେକ ପ୍ରକାରର କ୍ଷତି ହୋଇଥାଏ । ଜଳାଭାବ ଯୋଗୁ…

Read More

ସୁନ୍ଦର ଦିଶିବା ପାଇଁ ବ୍ୟବହାର କରୁଛନ୍ତି କି କସମେଟିକ୍ସ?

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ପାର୍ଲର ପରି ସିଧା ଚୁଟି ଚାହୁଁଛନ୍ତି କି ? କରନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ଵର, ୧୩/୧୧ : ଆଜିକାଲି ସୁନ୍ଦର ଦେଖାଯିବା ପାଇଁ କେବଳ ଚେହେରାର ଯତ୍ନ ଓ ସାଜସଜ୍ଜା ଉପରେ ନୁହେଁ ବରଂ କେଶ ସଜା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ମହିଳା । ବର୍ତ୍ତମାନ ସୁନ୍ଦର ଦେଖାଯିବା ଆଳରେ ହେୟାର ଷ୍ଟ୍ରେଟନିଙ୍ଗ କରାଇବାକୁ ଅନେକ ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି । ତା’ ଛଡା କୁଞ୍ଚକୁଞ୍ଚିଆ କେଶ କୁଣ୍ଡାଇବା ବେଳେ ଅଧିକ ଜଟ ହେଉଥିବାରୁ ବି ଅନେକ ଷ୍ଟ୍ରେଟନିଙ୍ଗ କରୁଛନ୍ତି । ତେବେ ଏଥିପାଇଁ ସେମାନଙ୍କୁ ବ୍ୟୁଟିପାର୍ଲର ଯାଇ…

Read More

ସିଆ ବଟର୍‌ ଓ ନଡ଼ିଆ ତେଲ ଦୂର କରେ ତ୍ୱଚାର ଶୁଷ୍କତା

ଭୁବନେଶ୍ଵର, ୦୯/୧୧ : ଶୀତ ଆସିଲେ ତ୍ୱଚା ଶୁଷ୍କ ହୋଇଚାଲେ । ଏହି ସମୟରେ ପ୍ରାୟ ସମସ୍ତ ମହିଳା ନିଜ ଚେହେରାକୁ ନେଇ ଖୁବ୍‌ ଯତ୍ନଶୀଳ ହୋଇଥାନ୍ତି । କିନ୍ତୁ ହାତଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ବରଂ ସାରା ଶରୀରର ଶୁଷ୍କତା ପ୍ରତି ଧ୍ୟାନ ଦେବା ଜରୁରି । ସାଧାରଣରେ ଧାରଣା ରହିଛି ଯେ ଚେହେରା ହିଁ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ । ମାତ୍ର ଏହା ଠିକ୍‌…

Read More

ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ଫେସ୍ କ୍ରିମ୍

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More