109 ଫସଲର ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ ଏହି ‘ପ୍ରଥମା’

୧୦୯ ଭେରାଇଟିର ୬୧ଟି ଶସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ଯାହା ମଧ୍ୟରେ ୩୪ ଟି ସାଧାରଣ ଫସଲ ଏବଂ ୨୭ଟି ଉଦ୍ୟାନ କୃଷି ଫସଲ ରହିଛି । ପ୍ରଧାନମନ୍ତ୍ରୀ ଏନେଇ କୃଷକ ଏବଂ ବୈଜ୍ଞାନିକଙ୍କ ସହ ଆଲୋଚନା କରିଛନ୍ତି । ଏହି କିସମର ବିହନ କୃଷକଙ୍କୁ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ ଦେବା ସହିତ ପରିବେଶ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇବ ବୋଲି ସୂଚନା ମିଳିଛି । 34 ସାଧାରଣ ଫସଲ…

Read More
Food plate

ଖାଦ୍ୟ ହଜମ ହେବା ପାଇଁ କେତେ ସମୟ ଲାଗିଥାଏ…

କଣ ଆପଣ କେବେ ଭାବିଛନ୍ତି ଆମେ ଖାଉଥିବା ଖାଦ୍ୟ ହଜମ ହେବା ଲାଗି କେତେ ସମୟ ଲାଗିଥାଏ। କେଉଁ ଖାଦ୍ୟ ହଜମ ଶୀଘ୍ର ହୋଇଯାଏ ଏବଂ କେଉଁ ଖାଦ୍ୟ ବିଳମ୍ବ ହୋଇଥାଏ ଏହାର କାରଣ ଏସବୁ ଉପରେ ଆସନ୍ତୁ ଜାଣିବା।          ଆମେ ଖାଦ୍ୟ ଖାଇବା ବେଳେ ପ୍ରଥମେ ଦାନ୍ତ ଖାଦ୍ୟକୁ ଚୋବାଇଥାଏ। ଏହାପରେ ଖାଦ୍ୟ ପାକସ୍ତଳୀ ଦେଇ ଇଣ୍ଟେଷ୍ଟାଇନ ଦ୍ବାରା ଖାଦ୍ୟାଂଶ ରକ୍ତରେ ମିଶିଥାଏ। ଏବଂ ବଳକା ଭାଗ ମଳଦ୍ବାର ଦେଇ ବାହାରି ଯାଇଥାଏ। ଖାଦ୍ୟରୁ…

Read More