ପୁରୁଷଙ୍କ ତୁଳନାରେ ମହିଳାଙ୍କ ପରିସ୍ରା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ ନିରାକରଣ
ଭୁବନେଶ୍ଵର, ୨୯/୦୯ : ୟୁଟିଆଇ ସଂକ୍ରମଣ ଖୁବ୍ ସାଧାରଣ । ଏହାକୁ ୟୁରୋଲୋଜି ଟ୍ରାକ୍ ଇନ୍ଫେକ୍ସନ୍ କୁହାଯାଏ । କିଡ୍ନୀରୁ ଦୁଇଟି ନଳୀ ବ୍ଲାଡର୍ ସହ ସଂଯୁକ୍ତ ହୋଇଥାଏ । ଏହି ବ୍ଲାଡର୍ରେ ପରିସ୍ରା ଜମିବା ପରେ ୟୁରେଥ୍ରୋ ଦେଇ ପରିସ୍ରା ବାହାରକୁ ବାହାରିଥାଏ । ଯଦି କୌଣସି କାରଣରୁ ଏହି ଟ୍ରାକ୍ରେ ସଂକ୍ରମଣ ହୁଏ, ତେଣିକି ସେ କିଡ୍ନୀ, ବ୍ଲାଡର୍ ବା ୟୁରେଥ୍ରୋରେ ମଧ୍ୟ ହୋଇପାରେ । ଏହାକୁ ୟୁରିନାରୀ ଟ୍ରାକ୍ ଇନଫକ୍ସେନ୍ କୁହାଯାଏ ।…