Wife of Pulwama Martyr

ପୁଲୱାମା ସହିଦଙ୍କ ପତ୍ନୀ ବି ଯ଼ୋଗ ଦେଲେ ଆର୍ମିରେ

  ପୁଲୱାମା ସହିଦ ମେଜର ଧୋଣ୍ଡିଆଲଙ୍କ ପତ୍ନୀ ନିତିକା କୌଲ ଭାରତୀୟ ସେନାରେ ଯୋଗ ଦେଇଛନ୍ତି । ଫେବୃଆରୀ 2019 ରେ ପୁଲୱାମାରେ ଆତଙ୍କବାଦୀଙ୍କ ଅଚାନକ ଆକ୍ରମଣ ପରେ ଚାଲିଥିବା ଅପରେସନରେ ସେନା ଅଧିକାରୀ ମେଜର ବିଭୁତି ଶଙ୍କର ଧୋଣ୍ଡିଆଲଙ୍କ ବିୟୋଗ ଘଟିଥିଲା । 2 ବର୍ଷ ପରେ ବିଭୁତିଙ୍କ ପତ୍ନୀ ଭାରତୀୟ ସେନାରେ ଯୋଗ ଦେଇ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ଆଜି ସେ ଭାରତୀୟ ସେନାରେ ନିଯୁକ୍ତ ହେବାପରେ ଅଲିଭ୍ ଗ୍ରୀନ୍ ପୋଷାକରେ…

Read More

ଗର୍ଭବତୀ ମହିଳାଙ୍କ ସହାୟତା ପାଇଁ ଅନୁଷ୍କାଙ୍କ ବିରାଟ ଉଦ୍ୟମ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ସାମାଜିକ କାର୍ଯ୍ୟରେ ଆଗ୍ରହ ଦେଖାଉଛନ୍ତି। ନିକଟରେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ଏହା ବ୍ୟତୀତ ସେ ବର୍ତ୍ତମାନ ଗର୍ଭବତୀ ଏବଂ ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି।ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ ।…

Read More

ପ୍ରିଯଙ୍କା ଚୋପ୍ରାଙ୍କ ସୁନ୍ଦର ହୃଦୟ ଅଜାଡ଼ି ଦେଲେ ସହାୟତା

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ରହି ମଧ୍ୟ କ୍ରମାଗତ ଭାବରେ ଭାରତକୁ ସାହାଯ୍ୟ କରୁଛନ୍ତି । ବିଦେଶରେ ରହୁଥିବା ବେଳେ ପ୍ରିୟଙ୍କା ନିଜ ଦେଶକୁ ଭୁଲି ନାହାଁନ୍ତି। ଅଭିନେତ୍ରୀ ଗିଭ୍ ଇଣ୍ଡିଆ ମାଧ୍ୟମରେ ଦେଶରେ କରୋନା ପୀଡିତମାନଙ୍କୁ ସାହାଯ୍ୟ କରୁଛନ୍ତି । ପ୍ରିୟଙ୍କାଙ୍କ ଏହି ଉତ୍ତମ କାର୍ଯ୍ୟରେ ଅନେକ ବଡ ବ୍ୟକ୍ତିତ୍ୱ ତାଙ୍କୁ ସମର୍ଥନ କରୁଛନ୍ତି । ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀର କିଛି ସୂଚନା ସେୟାର କରିଛନ୍ତି। ସେ ଏହି ପୋଷ୍ଟ ସେୟାର କରି…

Read More

ମା କଣ ଏମିତି କରିପାରେ ?

ସ୍ୱାମୀ ପ୍ରଥମ ବିବାହ କରିଥିଲେ, ପିଲାପିଲି ଥିଲେ, କିନ୍ତୁ ପୁଣି ଆଉ ଗୋଟିଏ ବିବାହ କଲେ । ଏମିତି କି ଦ୍ଵିତୀୟ ସ୍ତ୍ରୀକୁ ଭଡା ଘରେ ରଖୁଥିଲେ ମଧ୍ୟ ପିଲା ହେବା ପରେ ତାଙ୍କ ପାଖକୁ ଗଲେ ନାହିଁ । ସେଥି ପାଇଁ ପୁଣି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେବାରୁ ଦ୍ଵିତୀୟ ସ୍ତ୍ରୀ ନିଜ ପିଲାକୁ ଗାଡି ସମ୍ମୁଖକୁ ଫିଙ୍ଗି ପରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ପରେ…

Read More

ଶିବସୁନ୍ଦର ଦାସ ହେବେ ମହିଳା କ୍ରିକେଟ ଟିମର କୋଚ୍

ଭାରତୀୟ ମହିଳା କ୍ରିକେଟ୍ ଦଳକୁ ମିଳିଲେ ଆଉ ଦୁଇ କୋଚ୍। ପୂର୍ବତନ ଓପନର ଶିବସୁନ୍ଦର ଦାସଙ୍କୁ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଅଭୟ ଶର୍ମାଙ୍କୁ ଫିଲ୍ଡିଂ କୋଚ୍ କରାଯାଇଛି। ଦଳ ଆଗାମୀ ମାସରେ ଇଂଲଣ୍ଡ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଦଳ ଘରୋଇ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ, ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ। ଏହା ପୂର୍ବରୁ ରମେଶ ପାଓ୍ଵାରଙ୍କୁ ଦଳର ମୁଖ୍ୟ କୋଚ୍…

Read More