VIRAL VIDEO : କାରକୁ ଧକ୍କା ଦେଲା ବିମାନ

ଆମେରିକାର ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ରାଜପଥରେ ଏକ କାରକୁ ଧକ୍କା ଦେଇଛି । ମେରିଟ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ବିମାନ ରାଜପଥରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲାଏବଂ ସିଧାସଳଖ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। A small plane struck a car during an emergency landing on I-95 in Florida,…

Read More

କେମିତି ଟ୍ରମ୍ପଙ୍କୁ ଜବାବ ଦେଲେ ମୋଦି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ପେ ଟାରିଫ- ଟାରିଫ୍ ପେ ଟାରିଫ ଲଗାଇ ଭାରତକୁ ନାକ ରଗଡ଼ାଇବାକୁ ବାଧ୍ୟ କରିଦେବେ ବୋଲି ଭାବିନେଇଥିଲେ ,  ହେଲେ ସେମିତି କିଛି ହେଲାନି, ବରଂ ରୁଷ ଠାରୁ ତେଲ କିଣିବା ବନ୍ଦ କରିବା ବଦଳରେ ବଢ଼ାଇଛି ଭାରତ । ପୂର୍ବରୁ ଏମିତି କେବେ ହୋଇନଥିଲା। ବିଶ୍ବ ଦରବାରରେ ଆମେରିକାର ବଡ଼ ଭାଇ ପଣିଆ ଏପରିକି ଆମେରିକାର ଦାଦାଗିରି ଏଭଳି ସଙ୍କଟକୁ ଆସିନଥିଲା। ଯାହା ବାଇଡେନ ଏବଂ ଟ୍ରମ୍ପ ମିଳିତ…

Read More
Samrata Dalpat

ଓଡ଼ିଆ ଝିଅକୁ ଆମେରିକା ରାଷ୍ଟ୍ରପତିଙ୍କ ପ୍ରଶଂସା

() ଏକ ଓଡ଼ିଆ ଝିଅ ଆମେରିକା ରାଷ୍ଟ୍ରପତିଙ୍କୁ ଇମ୍ପ୍ରେସ କରିଛି । ଝିଅଟିର କଥା ଓ ପ୍ରତିଭା ଦେଖି ଆମେରିକା ରାଷ୍ଟ୍ରପପତି ଜୋ ବାଇଡେନ ଆବାକାବା ହୋଇଯ଼ାଇଛନ୍ତି । କମାଲ କରିଛି ଏହି କୁନି ଝିଅ। ଏହି ଓଡ଼ିଆ ଝିଅର ପ୍ରତିଭାର ବାସ୍ନା ଆମେରିକାରେ ମହକିଛି। ପାଠ ପଢ଼ାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ସମ୍ମାନିତ ହୋଇଛି ଏହି କୁନି ଝିଅ। ସେ ହେଉଛି ସମ୍ରତା ଡଲପତ୍‌। । ବୟସ  ୧୦। ସମ୍ରତା…

Read More