
କି ଶିକ୍ଷା ଦେଇଗଲେ ସୌମ୍ୟାଶ୍ରୀ: ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି
ବାଲେଶ୍ବର ଏଫ ଏମ କଲେଜରେ ଯାହା କିଛି ଘଟିଗଲା ତାହା ସାରା ରାଜ୍ୟକୁ ହୁଲସ୍ତୁଲ କରୁଛି। ଯେଉଁଭଳି ସ୍ଥିତିରେ ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ପ୍ରାଣ ହରାଇଲେ, ଘଟଣାର ଭିଜୁଆଲ ସାରା ଦେଶରେ ଭାଇରାଲ ହେଲା, ରାଜନୀତି ଉଠିଲା ପଡ଼ିଲା, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଏବଂ ଶେଷରେ ନିଆଁରେ 95 ପ୍ରତିଶତ ପୋଡ଼ିଯାଇଥିବା ଶରୀର ପୁଣି ଜୁଇରେ ଜଳି ଅନ୍ତିମ ବିଦାୟ ନେଲା, ସେଥିରୁ…