ମାନ ପରୀକ୍ଷାରେ ବିଫଳ ହେଲା ବିସଲେରି; ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ FSSAIର ମଞ୍ଜୁରୀ

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ବିସଲେରି ଇଣ୍ଟରନ୍ୟାସନାଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ (ପ୍ରସିକ୍ୟୁସନ୍) ଗ୍ରହଣ କରିବାକୁ ମଞ୍ଜୁରୀ ଦେଇଛି । ପଶ୍ଚିମବଙ୍ଗର ଏକ ପ୍ଲାଣ୍ଟରୁ ସଂଗୃହୀତ ପ୍ୟାକେଜଡ୍ ପାନୀୟ ଜଳ ନମୁନା ଲାବୋରେଟୋରୀ ପରୀକ୍ଷାରେ ବିଫଳ ହେବା ପରେ ବିସଲେରୀ ବିରୋଧରେ ଏହି ଆକ୍ସନ ନିଆୟାଇଛି । ଏହା ପୂର୍ବରୁ ଗୋଆ ସ୍ଥିତ ବିସଲେରିର ଅନ୍ୟ ଏକ ପ୍ଲାଣ୍ଟରୁ ସଂଗୃହୀତ ନମୁନା ବିଫଳ ହୋଇଥିଲା। କ’ଣ ରହିଛି ମାମଲା? ପଶ୍ଚିମବଙ୍ଗ ମାମଲା: ପଶ୍ଚିମବଙ୍ଗ…

Read More