+2 ପରୀକ୍ଷା ମୂଲ୍ୟାୟନ ପାଇଁ କମିଟି ଗଢ଼ିଲେ ରାଜ୍ୟ ସରକାର

ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ୍‌ ହେବା ପରେ କେମିତି ହେବ ମୂଲ୍ୟାୟନ ଏବେ ସବୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ । କାରଣ ଏହା ଉପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ଭର କରୁଛି। କରୋନା ସଂକ୍ରମଣ ବୃଦ୍ଧି ସମୟରେ ସିବିଏସଇ ଢାଞ୍ଚାରେ  ଓଡ଼ିଶାରେ ମଧ୍ୟ +2 ପରୀକ୍ଷା ବାତିଲ କରାଯାଇଛି । ତେବେ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ଵ ଦୂର କରିବାକୁ ରାଜ୍ୟସରକାର ପଦକ୍ଷେପ ନେଇଛନ୍ତି। ଛାତ୍ର-ଛାତ୍ରୀଙ୍କ ମୂଲ୍ୟାୟନ କେମିତି ହେବ ଏବଂ…

Read More

ପିଲାଙ୍କ କଥା ରହିଲା ପରୀକ୍ଷା ବାତିଲ

  ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀଯ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଚାପ ନ ପକାଇବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଜଣାଇଛନ୍ତି । Government of India has decided to cancel the Class XII CBSE Board Exams. After…

Read More