କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ…

Read More