![ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା](https://sheodisha.com/wp-content/uploads/2021/06/Jay-Jagannath.jpg)
ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା
ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…