ଷ୍ଟାର ପ୍ଲସରେ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମର କାହାଣୀ : ଆସୁଛି ବିଦ୍ରୋହୀ

ଓଡ଼ିଶାର ପାଇକ ବିଦ୍ରୋହର କାହାଣୀ ଏବେ ଷ୍ଟାର ପ୍ଲସରେ ପ୍ରଦର୍ଶିତ ହେବ। ବକ୍ସି ଜଗବନ୍ଧୁଙ୍କର ସଂଗ୍ରାମର କାହାଣୀ ହିନ୍ଦିରେ ଦେଖିବେ ଦର୍ଶକ  । ଏନେଇ ଷ୍ଟାର ପ୍ଲସ ଏହାର ସିରିଜ ବିଦ୍ରୋହୀର  ଟିଜର ରିଲଜ କରି ଘୋଷଣା କରିଛି । ଆଜାଦୀକି ଅମୃତ ମହୋତ୍ସବ ଅବସରରେ ଦେଶର ସଂଗ୍ରାମୀମାନଙ୍କର ତ୍ୟାଗର କାହାଣୀକୁ ନେଇ ତିଆରି ହୋଇଛି ଏହି ସିରିଜ ବିଦ୍ରୋହୀ। ଏହାର ପ୍ରଥମ ଏପିସୋଡରେ ସ୍ବାଧୀନତାର ପ୍ରଥମ ସଂଗ୍ରାମ ମାନ୍ୟତା ପାଇଥିବା ପାଇକ ବିଦ୍ରୋହକୁ ସ୍ଥାନ ଦିଆଯାଇଛି…

Read More