ମନମୋହନଙ୍କ ଆରୋଗ୍ୟ କାମନା କରୁଛି ସାରା ଦେଶ-ଜାଣନ୍ତୁ ତାଙ୍କ ଅବଦାନ

ଏମସରେ ଚିକିତ୍ସାଧୀନ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଆଶୁ ଆରୋଗ୍ୟ କାମନା କରୁଛି ପୂରାଦେଶ। ଜଣେ ସରୋଳ ସଚ୍ଚୋଟ ନମ୍ର ରାଜନୀତିଜ୍ଞ ଭାବେ ସାରା ଦେଶ ମନମୋହନଙ୍କୁ ସମ୍ମାନ କରିଥାଏ। ମନମୋହନ ଅସୁସ୍ଥ ହୋଇଥିବା ଖବର ଶୁଣି ସମସ୍ତେ ବିବ୍ରତ ହୋଇପଡ଼ିଛନ୍ତି । 88 ବର୍ଷିୟ ମନମୋହନ ଜ୍ବରରେ ପୀଡ଼ିତ ହେବା ପରେ ଏମ୍୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏମସ ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯ଼ାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ତାଙ୍କ…

Read More