
ଅନ୍ତିମ ସମୟ ଗଣୁଛି ଲାଲ ବାହିନୀ
ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ…