ବର୍ଷା ଆସିଲେନି ବୋଲି ରାଗିଲେ ଅନୁଭବ

ଦୁଇଦିନ ବର୍ଷା ପରେ କଟକରେ ଆଜି ପାଗ ଶୁଖିଲା ଥିଲା । କିନ୍ତୁ ବର୍ଷା ହେଲାନି ବୋଲି ସାଂସଦ ଅନୁଭବ ମହାନ୍ତି ଖପ୍ପା । କଥାଟା ଅଡୁଆ ଲାଗୁଛି ଲାଗୁ ବି ନଥାଇପାରେ । କାରଣ ପାଗ ବର୍ଷା ନୁହେଁ ବରଂ ପତ୍ନୀ ବର୍ଷାଙ୍କୁ ନେଇ ସୁପରଷ୍ଟାର ଅନୁଭବ ପୁଣି ଆଙ୍ଗ୍ରି ଆଙ୍ଗ୍ରି ହୋଇଛନ୍ତି । ବର୍ଷା ଆସିଲେନି ବୋଲି ରାଗିଲେ ଅନୁଭବ । ଉଭୟଙ୍କ ଭିତରେ ତ ଏବେ ଅହି ନକୁଳ ଚାଲିଛି । ତାହେଲେ…

Read More