ସେ କହିଗଲେ ହେ ବନ୍ଧୁ ବିଦାୟ …ଲୋକେ କହୁଛନ୍ତି ଫେରିଆ

() ମେଲୋଡି କିଙ୍ଗ ଓଲିଉଡ଼ର ମ୍ୟୁଜିକ୍ ବାଦଶାହ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ. କରୋନା ନେଇଗଲା ଆଉ ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ଯ଼ିଏ ଘରେ ଘରେ ନିଜ ସ୍ବତନ୍ତ୍ର ଶୈଳୀର ଗୀତ ପାଇଁ ପରିଚିତ ଥିଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର କରୋନାରେ ପରଲୋକ ହୋଇଯାଇଛି। କଟକ ଏସ୍‌ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୫୫ ବର୍ଷ ହୋଇଥିଲା। ମେ’ ୨୨ ତାରିଖରେ ଶାନ୍ତିରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।…

Read More