ନୂଆପଡ଼ା କଳାହାଣ୍ଡି ପାଇଁ ବିଜୁ ଏକ୍ସପ୍ରେସ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସର ସଂପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି। 448.02 କୋଟି ଟଙ୍କାର ଏହି ପ୍ରକଳ୍ପରେ ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ 4 ଲେନ ରାସ୍ତା ନିର୍ମାଣ କରାଯିବ।…

Read More