ତୁଳା ରାଶି ପାଇଁ କେମିତି ରହିବ 2026, ଜାଣନ୍ତୁ

ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସୁଥିବା ବର୍ଷ କେମିତି ରହିବ ଆସନ୍ତୁ ନଜର ପକାଇବା । ପ୍ରଥମେ ନଜର ପକାଇବା ସ୍ବାସ୍ଥ୍ୟ ଉପରେ। ବର୍ଷ ଆରମ୍ଭରେ ବୃହସ୍ପତି ଆପଣ ରାଶିକୁ ବକ୍ରି ରହିବେ, ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ପାଇଁ ଶୁଭ ନୁହେଁ। ମହିଳାମାନେ ଥାଇରଏଡ୍ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ତେଣୁ, ଆପଣଙ୍କ ଖାଦ୍ୟ ଏବଂ ଜୀବନଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ଜୁଲାଇ ମାସରେ ଷଷ୍ଠ ଘରେ ବୃହସ୍ପତିଙ୍କ ଦୃଷ୍ଟିକୋଣ ପୁରୁଣା ରୋଗକୁ ପୁନର୍ବାର…

Read More

କନ୍ୟା ରାଶି ପାଇଁ କେମିତି ରହିବ 2026, ଜାଣନ୍ତୁ

କନ୍ୟାରାଶି ପାଇଁ 2026 କେମିତିକଟିବ ଆସନ୍ତୁ ନଜର ପକାଇବା 2026 ରେ, କେତୁ ସିଧାସଳଖ ଆପଣଙ୍କ ରାଶିରୁ ଦ୍ୱାଦଶ ଘରକୁ ପ୍ରଭାବିତ କରିବ । ଯଦିଓ ଆପଣ କୌଣସି ରୋଗରେ ପୀଡ଼ିତ ନୁହଁନ୍ତି, ତଥାପି ଚଳିତ ବର୍ଷ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ରାହୁ ହଠାତ୍ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି ଯାହା ତୁରନ୍ତ ଚିକିତ୍ସା ଆବଶ୍ୟକ କରିପାରେ | ତଥାପି, ବୃହସ୍ପତି ଆପଣଙ୍କୁ ମାନସିକ ଭାବେ ସକାରାତ୍ମକ ରଖିବେ। ବର୍ଷର…

Read More

2026ରେ ମିଥୁନ ରାଶିର ଫଳାଫଳ

ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ବର୍ଷ 2026 କେଉଁ ସନ୍ଦେଶ ଆଣୁଛି ଆସନ୍ତୁ ନଜର ପକାଇବା। ବର୍ଷର ଆରମ୍ଭରେ, ପ୍ରତିଗାମୀ ବୃହସ୍ପତି ଆପଣଙ୍କ ରାଶିରେ ରହିବେ, ଏବଂ ଏହି ସଂକ୍ରମଣ ହେତୁ, ଆପଣ ନିଜ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ବିଷୟରେ ଅସାବଧାନତା ଅବଲମ୍ବନ କରିବା ଉଚିତ୍ ନୁହେଁ। ଆପଣଙ୍କୁ ନିଜର ଦୈନନ୍ଦିନ କାର୍ଯ୍ୟକୁ ଶୃଙ୍ଖଳିତ କରିବାକୁ ପଡ଼ିବ। ଆପଣ କାନ, ନାକ, ଗଳା (ENT) ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ହୋଇପାରନ୍ତି। ଯଦି ଆପଣ କୌଣସି ପ୍ରକାରର ନିଶାରେ…

Read More

VIRAL VIDEO : କାରକୁ ଧକ୍କା ଦେଲା ବିମାନ

ଆମେରିକାର ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ରାଜପଥରେ ଏକ କାରକୁ ଧକ୍କା ଦେଇଛି । ମେରିଟ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ବିମାନ ରାଜପଥରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲାଏବଂ ସିଧାସଳଖ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। A small plane struck a car during an emergency landing on I-95 in Florida,…

Read More

ବଲିଉଡ଼କୁ ଏବେ କଣ ଅକାଳ ପଡ଼ିଛି ?

  () ଦୁଇ ଦିନ ଯାଇନି, ଆଉ ଜଣେ ହାସ୍ୟ ଅଭିନେତାଙ୍କର ଦେହାନ୍ତ। ବଲିଉଡ଼ରେ ଏବେ ଯେମିତି ଅକାଳ ପଡ଼ିଛି। ଯେଉଁସବୁ ଅଭିନେତାମାନଙ୍କ ସହିତ ଦର୍ଶକମାନେ ନିଜକୁ ଯୋଡ଼ି ନେଉଥିଲେ, ଯେଉଁମାନଙ୍କୁ ଭୁଲିଯାଇଥିଲେ ମଧ୍ୟ ଅତି ଆପଣର ଭାବି ଆସୁଥିଲେ ସେମିତି କିଛି ଅଭିନେତା ଜଣଙ୍କ ପରେ ଜଣେ ବାଟ କାଟୁଛନ୍ତି। ଅତି କୋହଭରା କଣ୍ଠରେ କିଛି ଅଭିନେତା ଏଭଳି ଦୁଃଖ ବ୍ୟକ୍ତ କରିଛନ୍ତି । ବଲିଉଡ଼ ଯେମିତି କିଛି ଦିନ ଧରି ଶୋକ ପାଳନ ହିଁ…

Read More

ଥାନାରେ ପରିବାରର ପରିବେଶ, ପାଳିତ ହେଲା ସାଦଖିଆ ପରମ୍ପରା

କର୍ମକ୍ଷେତ୍ର , କାର୍ଯ୍ୟାଳୟ ବା ଅଫିସର ପରିବେଶ କେମିତି ହେବା ଦରକାର, ସମସ୍ତେ କହିଥାନ୍ତି ଘର ଭଳି ହେବା ଦରକାର, ସମସ୍ତେ ପରିବାର ଭଳି ଚଳିବା ଦରକାର। ତେବେ ପୋଲିସମାନଙ୍କୁ  ଦେଖିଲେ ସାଧାରଣରେ ଏହି ଧାରଣା ଆସିଥାଏ ଯେ ଥାନାରେ କେବେବି ପରିବାର ଭଳି ପରିବେଶ ନଥିବ, ସେଠାରେ ସମସ୍ତେ ରାଗି ପାଚି ଲାଲ ହୋଇଥିବା ଲୋକମାନେ ରହୁଥିଲେ। ଲୋକଙ୍କ ମନରେ ଏକ ପ୍ରକାରର ଭୟ ସୃଷ୍ଟି ହୋଇଥାଏ। ଥାନାରେ ଯେ ସ୍ନେହଁ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ବା…

Read More

ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ

ଓଡ଼ିଆରେ ଗୋଟେ କଥା ଅଛି ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ। କଥାଟା ଏବେ ପ୍ରାୟ ଓଡ଼ିଆଙ୍କ ଚର୍ଚ୍ଚାରେ ରହିଛି। କାହିଁକି ଆପଣ ବୁଝି ସାରିବେଣି। କଥାଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ। କେତେ ବେଳେ କଣ କହୁଛନ୍ତି କୁଆଡ଼େ ମୋଡ଼ ନେଉଛନ୍ତି କିଛି ଜଣା ପଡୁନି। ଏଣେ ବିଶ୍ବର ଏଡ଼େବଡ଼ ଆର୍ଥିକ ଓ ସାମରିକ ଶକ୍ତିର ମୁଖ୍ୟଙ୍କ କଥାକୁ ବିଭିନ୍ନ ଦେଶ ଆସ୍ତେ ଆସ୍ତେ ହାଲୁକା ଭାବେ ନେଲେଣି। ପୁଣି ଆଜି ଟ୍ରମ୍ପ କହିଲେଣି ଭାରତ…

Read More

ଖୁବ ଶୀଘ୍ର ଆସୁଛି ଉଡ଼ନ୍ତା ବାଇକ, ଘଣ୍ଟାକୁ 200 କିମି ଉଡ଼ିବ

() ପୋଲାଣ୍ଡର କମ୍ପାନୀ Volonaut ଏକ ନୂତନ ଏୟାରବାଇକ୍ ତିଆରି କରିଛି। ଏହା 200 କିଲୋମିଟର ପ୍ରତି ଘଣ୍ଟା ବେଗରେ ଆକାଶରେ ଉଡ଼ିପାରିବ। ବିଶେଷ କଥା ହେଉଛି ଏହାକୁ 4 ପ୍ରକାରର ଇନ୍ଧନ ସହିତ ଉଡ଼ାଯାଇପାରିବ। ଏଥିରେ ଡିଜେଲ, ବାୟୋଡିଜେଲ୍, ଜେଟ୍-ଏ1 ଏବଂ କିରୋସିନ୍ ଦ୍ବାରା ଆପଣ ଉଡ଼ାଇ ପାରିବେ। କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହାର ଭିଡିଓ ସେୟାର କରିଛି, ଯେଉଁଥିରେ ଉଡ଼ାଣ ଏବଂ ଅବତରଣର ଭିଜୁଆଲ ଦେଖାଯାଉଛି। ଏହି ଏୟାରବାଇକ୍ ଟୋମାସ୍ଜ୍ ପାଟନ୍…

Read More

କଣ ଏହି ଶକ୍ତିଶ୍ରୀ, ଶିକ୍ଷାନୁଷ୍ଠାନରେ ଏହାର କାର୍ଯ୍ୟ କଣ ?

ରାଜ୍ୟରେ 15 ଦିନ ଭତରେ ଦୁଇଟି ଶନିବାର ଦୁଇଟି ବଡ଼ ଘଟଣା ଘଟିବା ପରେ ସେହି ଶନିବାର ଶକ୍ତିଶ୍ରୀ ପ୍ରୟୋଗ କଲେ ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଇମଟାଇମ ବୁଲେଟିନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଛାତ୍ରୀ, ଓ ନାରୀ ସୁରକ୍ଷାକୁ କେତେ ଗମ୍ଭୀରତାର ସହିତ ନେଇଛନ୍ତି ତାହା ବଖାଣିଛନ୍ତି। ଏଥିସହିତ ମଧ୍ୟ ଘଟଣା ପଛରେ ଯିଏ ଥାଆନ୍ତୁ ନା କାହିଁକି ଏପରିକି ଯଦି ଷଡ଼ଯନ୍ତ୍ର ହୋଇଥିବେ ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ…

Read More

ସ୍ବଚ୍ଛ ସହର ବର୍ଗରେ ଭୁବନେଶ୍ବର ନମ୍ବର 9ରେ, ତାଲିକାରେ ଅଛି ଗଞ୍ଜାମ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି । ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍‌ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ସ୍ଥାନ ପାଇଲେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ। ଭାରତର ନୂତନ ସ୍ୱଚ୍ଛ ସହର…

Read More