ନୂଆପଡ଼ା କଳାହାଣ୍ଡି ପାଇଁ ବିଜୁ ଏକ୍ସପ୍ରେସ ପ୍ରକଳ୍ପକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ପଶ୍ଚିମ ଓଡ଼ିଶାରେ ବିଜୁ ଏକ୍ସପ୍ରେସର ସଂପ୍ରସାରଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପଶ୍ଚିମ ଓଡ଼ିଶାରେ ୧୭୪.୫କିମି ଲମ୍ବ ବିଶିଷ୍ଟ ୪୪୮କୋଟି ଟଙ୍କାର ବିଜୁ ଏକ୍ସପ୍ରେସ୍ ୱେକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହା ସହିତ ମୋଟ ୧୧ଟି ପ୍ରସ୍ତାବ ଆଜି ରାଜ୍ୟ କ୍ୟାବିନେଟର ମଞ୍ଜୁର ଲାଭ କରିଛି। 448.02 କୋଟି ଟଙ୍କାର ଏହି ପ୍ରକଳ୍ପରେ ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ 4 ଲେନ ରାସ୍ତା ନିର୍ମାଣ କରାଯିବ।…

Read More

ପିଲାଏ ପଢ଼ିବେ ବାତ୍ୟା ବନ୍ୟା ପାଠ

() ରାଜ୍ୟ ପ୍ରତିବର୍ଷ ବିପର୍ଯ଼୍ୟୟର ସମ୍ମୁଖୀନ ହେଉଥିବା ବେଳେ ଏବେ ଏହାର ସ୍ଥାୟୀ ପ୍ରତିକାର ଉପରେ ଜୋର ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ଏକ ଦୀର୍ଘ ମିଆଦି ଯ଼ୋଗନା ପ୍ରସ୍ତୁତ କରିବାକୁ ଯାଉଛନ୍ତି।  ନବୀନ ସରକାରଙ୍କ ପଞ୍ଚମ ପାଳିର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ବିପର୍ଯ଼୍ୟଯ ମୁକିବାଲା ନେଇ ନିଆଯାଇଛି କିଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।ଏଣିକି ସ୍କୁଲ ଓ କଲେଜରେ ବିପର୍ଯ୍ୟୟ ମୁକାବିଲାର ପାଠ ପଢ଼ିବେ ପିଲା । ସରକାରୀ…

Read More