ରେଜିୟା ସୁଲତାନାକୁ ପାରାଦୀପରେ ଗୁଡ ବାଏ

    ଭାରତୀୟ ତଟରକ୍ଷୀ ବାହିନୀର ସେ ଥିଲା ଗର୍ବ ଓ ଗୌରବ । ଦେଶର ବହୁ ଗୁରୁତ୍ବପୂର୍ଣ୍ଣ ମିଶନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲା । ତେବେ ତାକୁ ସସମ୍ମାନେ ଦିଆଯାଇଛି ବିଦାୟ। ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରେଜିୟା ସୁଲତାନାକୁ ଆଜି ପାରାଦୀପଠାରେ କାର୍ଯ୍ୟାନ୍ତର କରାଯାଇଛି । ଏହି ଜାହାଜକୁ ପାରମ୍ପରିକ ପରେଡ ମାଧ୍ୟମରେ ବିଦାଯ ଦିଆଯାଇଛି। After 21 years of service, Indian Coast Guard Ship Raziya Sultana was…

Read More

ରାଜ୍ୟରେ ଦୈନିକ କରୋନା ପରୀକ୍ଷା 70ହଜାରକୁ ବଢ଼ିବ

ବଢୁଥିବା କରୋନା ସଂକ୍ରମଣ ଏବଂ ଏହାର ଚେନକୁ ବ୍ରେକ୍ ଦେବା ପାଇଁ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ୨ ସପ୍ତାହ ବୃଦ୍ଧି ପରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି। ବୈଠକରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ପ୍ରତି ଗୁରୁତ୍ଵାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଅକ୍ସିଜେନ୍ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଆଜିର ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଟିକାକରଣ ଉପରେ ଗୁରୁତ୍ଵ ଦେଇଛନ୍ତି। ଟିକାକରଣ କେନ୍ଦ୍ରରେ କେମିତି ସାମାଜିକ ଦୂରତ୍ଵ ବଜାୟ ରହିବ ସେଥିପ୍ରତି ଧ୍ୟାନ…

Read More