
RJ ବର୍ଷାଙ୍କ କଥାରେ ବର୍ଷା ହୁଏ-ଏବେ ସେ ପରିବେଶ କର୍ମୀ
ପରିବେଶ, ଏହି ଶବ୍ଦଟି ବାରମ୍ବାର ଗଣ ମାଧ୍ୟମରେ ସଭା ସମିତିରେ ସରକାରୀ କାର୍ଯ୍ୟକ୍ରମରେ ଏମିତିକି ସିନେମା ନାଟକ, ସାହିତ୍ୟରେ ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ପରିବେଶ ଆମ ପାଇଁ ଗୁରୁତ୍ବ ରଖେ କି ନାହିଁ ତାହାକୁ ନେଇ ଆମ ମଧ୍ୟରୁ ଅନେକ ସେତେଟା ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ। କିନ୍ତୁ ଏମିତି ଅନେକ ଅଛନ୍ତି ଯେଉଁମାନେ ପରିବେଶ ପାଇଁ ନିଜର ଅର୍ଥବଳ ଶ୍ରମବଳ ଲଗାଇଥାନ୍ତି। ଏମିତି ଜଣେ ହେଲେ ଆରଜେ ବର୍ଷା। ହଁ ରେଡିଓ ଜକି…