କରୋନାରୁ ସୁସ୍ଥ ହେଲା ବେଳକୁ ବାଳ ଝଡ଼ି ଗଲାଣି

କରୋନାରୁ ସୁସ୍ଥ ହେବା ପରେ ଅଧିକାଂଶ ଲୋକଙ୍କ ନିକଟରେ ଦେଖାଯାଉଛି ସେମାନଙ୍କର ବାଳ ଝଡ଼ି ପଡୁଛି । ଜଣେ ଦୁଇ ଜଣଙ୍କ ପାଖରେ ନୁହେଁ ଅଧିକାଂଶଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେଉଛି। ଯ଼ାହାକୁ  ଅଳ୍ପେ ଅଧିକେ ଚିନ୍ତିତ ବି ହେଉଛନ୍ତି । କିଛି ଲୋକଙ୍କ କ୍ଷେତ୍ରରେ ବାଳ ଝଡ଼ିବା ମାତ୍ରାଧିକ ମଧ୍ୟ ଦେଖାଯାଉଛି, ଯ଼ାହା ସେମାନଙ୍କୁ ଚିନ୍ତିତ କରିବା ସ୍ବାଭାବିକ।   ତେବେ କରୋନାରୁ ସୁସ୍ଥ ହେବା ପରେ ବାଳ ଝଡ଼ିବା ସାଧାରଣ କଥା ବୋଲି ଡାକ୍ତରମାନେ…

Read More