‘ଶଲା ବୁଢ଼ା’ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଅଧୁରା ସ୍ବପ୍ନ
ତାଙ୍କୁ ଥରେ ଯିଏ ଦେଖିଥିବ ସେ ଏକ ଅଜବ ସମ୍ମୋହନରେ ପଡ଼ିଯିବ । ତାଙ୍କ ସହିତ କଥା ହେଲେ ତାଙ୍କ ନିଶ୍ଚୟ ତାଙ୍କର ଫ୍ୟାନ ହୋଇଯିବ। ନିଜର ପରିଣତ ବୟସରେ ବି ସେ ସୃଷ୍ଟି କରିପାରିଥିଲେ ଅଭିନୟର ଏକ ନୂଆ ଧାରା । ସେହି ଧାରାରେ ସେ ଓଡ଼ିଆ ସିନେମାକୁ ପହଞ୍ଚାଇପାରିଥିଲେ ସାତ ଦରିଆପାରି । ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଲେଖକ , ଯାହାଙ୍କୁ ଶରଧାରେ ଲୋକେ ଡାକନ୍ତି ଶଲା ବୁଢ଼ା ସେହି ଲୋକ…