‘ଶଲା ବୁଢ଼ା’ ଚାଲିଗଲେ କିନ୍ତୁ ଛାଡ଼ିଗଲେ ଅଧୁରା ସ୍ବପ୍ନ

  ତାଙ୍କୁ ଥରେ ଯିଏ ଦେଖିଥିବ ସେ ଏକ ଅଜବ ସମ୍ମୋହନରେ ପଡ଼ିଯିବ ।  ତାଙ୍କ ସହିତ କଥା ହେଲେ ତାଙ୍କ ନିଶ୍ଚୟ ତାଙ୍କର ଫ୍ୟାନ ହୋଇଯିବ।  ନିଜର ପରିଣତ ବୟସରେ ବି ସେ ସୃଷ୍ଟି କରିପାରିଥିଲେ ଅଭିନୟର ଏକ ନୂଆ ଧାରା ।  ସେହି ଧାରାରେ ସେ ଓଡ଼ିଆ ସିନେମାକୁ ପହଞ୍ଚାଇପାରିଥିଲେ ସାତ ଦରିଆପାରି ।   ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ଅଭିନେତା ଲେଖକ , ଯାହାଙ୍କୁ ଶରଧାରେ ଲୋକେ ଡାକନ୍ତି ଶଲା ବୁଢ଼ା ସେହି ଲୋକ…

Read More