ସେପ୍ଟେମ୍ବର 17ରେ ସୁଭଦ୍ରା ଟଙ୍କା, ଜାଣନ୍ତୁ କେମିତି ଆବେଦନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି. ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More

ଗୁରୁ ଆସିଲେ ଏମିତି, ଗୁରୁ ବି ବେହୋସ- ସବୁ ସେହି କାଳିଆର ମହିମା

ଇଣ୍ଟରନେଟରେ ଭିଡିଓ କିମ୍ବା ଫଟୋ ଯ଼ଦି ଭାଇରାଲ ହେଉଛି ଏବଂ ଏହାକୁ ନେଇ ନ୍ୟୁଜ ଓ ବିଶ୍ଳେଷଣ କରାଯାଉଛି , ତେବେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଲେଖାକୁ ମଧ୍ୟ ଆପଣଙ୍କ ସାମ୍ନାକୁ ଆଣିବାକୁ ଚାହିଁଥିଲୁ l   ହ୍ବାଟସ ଆପ ଗ୍ରୁପରେ ଏହି ଛୋଟ ଗପଟି ଭାଇରାଲ ହେଉଛି l ଗପଟିର ଲେଖା କାହାର ଜାଣିନାହୁଁ ତେବେ ସେହି ଅଜଣା ଲେଖକଙ୍କୁ କ୍ରେଡିଟ ଦେଉଛୁ l ଏଥିସହିତ ଏହି ଗଳ୍ପର ସତ୍ୟାସତ୍ୟ ବିଷୟରେ ମଧ୍ୟ ଆମେ ତର୍ଜମା କରିବା…

Read More