ଶିଶୁଙ୍କୁ କରୋନା ଭୟ: ଜାଣନ୍ତୁ କିଛି ଜାଣିବା କଥା
ପ୍ରଥମ ଲହରରେ ବୟସ୍କଙ୍କୁ ବେଶୀ ସଂକ୍ରମିତ କରିଥିଲା, ଦ୍ବିତୀୟ ଲହରରେ ଯୁବ ପୀଢ଼ି ବେଶୀ ସଂକ୍ରମିତ ହେଲେ, ଆଉ ତୃତୀୟ ଲହର ଆସିବ ନିଶ୍ଚୟ ଏବଂ ଆସିଲେ ପିଲାମାନଙ୍କୁ ଏହା ଅଧିକ ସଂକ୍ରମିତ କରିବ, ଏମିତି କିଛି ଚେତାବନୀ ଏକାଧିକ ବିଶେଷଜ୍ଞ ଦେଇ ସାରିଲେଣି। ଏପକିକି ଶିଶୁମାନଙ୍କୁ କେମିତି ଟିକାକରଣରେ ସାମିଲ କରାଯାଇପାରିବ, କେମିତି ସେମାନଙ୍କୁ କରୋନା ହେଲେ ଚିକିତ୍ସା କରାଯାଇପାରିବ ସେଥିପାଇଁ ସବୁ ମହଲରେ ଲାଗିଛି ତତ୍ପରତା । ଆମେରିକା ଭଳି କିଛି ଦେଶ କିଶୋରମାନଙ୍କୁ…