କେମିତି ଟ୍ରମ୍ପଙ୍କୁ ଜବାବ ଦେଲେ ମୋଦି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫ ପେ ଟାରିଫ- ଟାରିଫ୍ ପେ ଟାରିଫ ଲଗାଇ ଭାରତକୁ ନାକ ରଗଡ଼ାଇବାକୁ ବାଧ୍ୟ କରିଦେବେ ବୋଲି ଭାବିନେଇଥିଲେ ,  ହେଲେ ସେମିତି କିଛି ହେଲାନି, ବରଂ ରୁଷ ଠାରୁ ତେଲ କିଣିବା ବନ୍ଦ କରିବା ବଦଳରେ ବଢ଼ାଇଛି ଭାରତ । ପୂର୍ବରୁ ଏମିତି କେବେ ହୋଇନଥିଲା। ବିଶ୍ବ ଦରବାରରେ ଆମେରିକାର ବଡ଼ ଭାଇ ପଣିଆ ଏପରିକି ଆମେରିକାର ଦାଦାଗିରି ଏଭଳି ସଙ୍କଟକୁ ଆସିନଥିଲା। ଯାହା ବାଇଡେନ ଏବଂ ଟ୍ରମ୍ପ ମିଳିତ…

Read More

ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ

ଓଡ଼ିଆରେ ଗୋଟେ କଥା ଅଛି ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ। କଥାଟା ଏବେ ପ୍ରାୟ ଓଡ଼ିଆଙ୍କ ଚର୍ଚ୍ଚାରେ ରହିଛି। କାହିଁକି ଆପଣ ବୁଝି ସାରିବେଣି। କଥାଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ। କେତେ ବେଳେ କଣ କହୁଛନ୍ତି କୁଆଡ଼େ ମୋଡ଼ ନେଉଛନ୍ତି କିଛି ଜଣା ପଡୁନି। ଏଣେ ବିଶ୍ବର ଏଡ଼େବଡ଼ ଆର୍ଥିକ ଓ ସାମରିକ ଶକ୍ତିର ମୁଖ୍ୟଙ୍କ କଥାକୁ ବିଭିନ୍ନ ଦେଶ ଆସ୍ତେ ଆସ୍ତେ ହାଲୁକା ଭାବେ ନେଲେଣି। ପୁଣି ଆଜି ଟ୍ରମ୍ପ କହିଲେଣି ଭାରତ…

Read More