ହଙ୍ଗାମା ମଧ୍ୟରେ ନାରଦା କେସ୍‌ର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ସିବିଆଇ ଅଦାଲତ

ନାରଦା ଷ୍ଟିଙ୍ଗ୍ ଅପରେସନରେ ସୋମବାର ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗ ରାଜନୀତି ସରଗରମ  ହୋଇ ଉଠିଛି। ମନ୍ତ୍ରୀଙ୍କ ଗିରଫଦାରୀ ବିରୋଧରେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତ୍ତା ସିବିଆଇ କାର୍ଯ୍ୟାଳୟ ବାହାରେ ଜୋରଦାର ପ୍ରଦର୍ଶନ କରିଛନ୍ତି। ଏହି ସମୟରେ କାର୍ଯ୍ୟକର୍ତ୍ତା ପଥରମାଡ ମଧ୍ୟ କରିଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାକର୍ମୀଙ୍କୁ ଲାଠିଚାର୍ଜ କରିବାକୁ ପଡିଛି। ଏହି ମାମଲାରେ ସିବିଆଇ ଅଦାଲତରେ ଚାଲିଥିବା ଶୁଣାଣି ପୂରା ହୋଇଛି। କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ୨୦୧୬ରେ ସାମ୍ନାକୁ ଆସିଥିବା ନାରଦା ଷ୍ଟିଙ୍ଗ୍ ମାମଲାର…

Read More