ପିରିୟଡ ଛୁଟି, ପ୍ରିୟଦର୍ଶିନୀଙ୍କ ପ୍ରେରଣା, ପ୍ରଭାତୀଙ୍କ ପଦକ୍ଷେପ

୭୮ତମ ସ୍ବାଧୀନତା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳାମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଋତୁସ୍ରାବ ପାଇଁ ସରକାରୀ ଓ ବେସକାରୀ ମହିଳା କର୍ମଚାରୀଙ୍କୁ ମିଳିବ ଛୁଟି। ସମଗ୍ର ରାଜ୍ୟରେ ଏହି ନିୟମ ଲାଗୁ ହେବ ବୋଲି ସେ କହିଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ଦିନେ ଛୁଟି ମିଳିବ। ସରକାରୀ ଓ ଘରୋଇ ମହିଳା କର୍ମଚାରୀ ଦିନକ ପାଇଁ ଛୁଟି ନେଇପାରିବେ। ଋତୁସ୍ରାବ ଦିନ କିମ୍ବା ଦ୍ୱିତୀୟ ଦିନ…

Read More

ମହିଳା ସୁରକ୍ଷା ବିଷୟରେ ଛୋଟ କଥା..

ମହିଳା ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ଆମ ଦେଶର ସମାଜରେ ମହିଳାମାନଙ୍କ ପ୍ରତି ଅନେକ ଅନ୍ୟାୟ, ଉତ୍ପୀଡନ ଓ ଅପମାନ ହେଉଛି, ଯାହା ବିରୁଦ୍ଧରେ ସଠିକ ଭାବରେ ପଦକ୍ଷେପ ନିଆଯାଇବା ଆବଶ୍ୟକ। ଏହାରେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଆଇନ ଓ ବ୍ୟବସ୍ଥା ବିକଶିତ କରିବା ଏବଂ ସମାଜର ସଚେତନତା ଆବଶ୍ୟକ। ଅନେକ ମହିଳା ତାଙ୍କର ଦୈନନ୍ଦିନ ଜୀବନରେ ସୁରକ୍ଷା ବା ନିରାପତ୍ତାର ଅଭାବ ଭାବୁଛନ୍ତି। ସମ୍ପୃକ୍ତ ଥିବା ଅନେକ ରାତ୍ରୀରେ ନିଜ…

Read More

କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ…

Read More