
June 2025


କେଉଁ ଓଡ଼ିଆ ଫିଲ୍ମ ଦେଖିବାକୁ ଆପଣ ଯିବେ
ବାହୁଡ଼ା ବେଳକୁ ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ 2 ସିନେମାରେ ରହିଛନ୍ତି ଜଗନ୍ନାଥ ବହୁ ବର୍ଷ ପରେ ଓଡ଼ିଆ ସିନେମା ବଜାର ରଜକୁ ମନଭରି ଉପଭୋଗ କରିଛି । ସିନେ ପ୍ରେମୀ 2ଟି ଓଡ଼ିଆ ଫିଲ୍ମକୁ ପସନ୍ଦ କରିବା ସହିତ ଏହାର ବିଜନେସରେରେ କିଛି କିଛି ନିଜର ଯୋଗଦାନ କରିଛନ୍ତି । ସବ୍ୟସାଚୀ ମହାପାତ୍ରଙ୍କ ଅନନ୍ତା ଏବଂ ବାବୁ ଶାନ ମହାନ୍ତିଙ୍କ ବୋଉ ବୁଟୁ ଭୂତ ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଏହି ଦୁଇ…

କ୍ଷୁଦ୍ର ଗଳ୍ପ ଅନ୍ଧାରର ହାତ”
“ସେତେବେଳକୁ ତମେ କେଡ଼େ ବଡ଼ ହୋଇଥିଲ ? ମାନେ ମାମା ଠାରୁ ବଡ଼ ହେଇଥିଲ ନା ସାନ ?” “କେଡ଼େ ବଡ଼ …. ? …..ହା .. ହା ଏଡ଼େ ବଡ଼ …” ଦୁଇ ହାତକୁ ଲମ୍ବେଇ କହିଲେ ଜେଜେ ମା …. “ସେତେବେଳକୁ ମୁଁ ତୋ ବୋଉଠାରୁ ବଡ଼ ହୋଇଥିଲି, ତୋ ବାପା ପରା କାଖରେ ଥିଲା ….” “ହା … ହା … ବାବା କାଖ ହଉଥିଲେ … କେଡ଼େ ଫନି କଥା ….”…

ଅନ୍ତିମ ସମୟ ଗଣୁଛି ଲାଲ ବାହିନୀ
ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ…

ମୁଁ ଶ୍ରଦ୍ଧାଞ୍ଜଳି ହେବି, କେନ୍ଦୁଝରର ନାଁ ରଖିବି-ମନୀଷା
ମୁଁ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ହେବି ଆମ କେନ୍ଦୁଝରର ନାଁ ରଖିବି, ପୁଣି ଓଡ଼ିଶାରେ ମହିଳା ଫୁଟବଲର ଚମକ ଫେରିବ ଏଭଳି କିଛି କହିଛନ୍ତି ମନୀଷା ନାଏକ । କେନ୍ଦୁଝର ଜିଲ୍ଲା ଯୋଡ଼ା ବସ୍ତିର ଏହି ଫୁଟବଲ ଖେଳାଳି ମନୀଷା ନାଏକ ଅଷ୍ଟ୍ରେଲିଆ ଠାରେ ହେବାକୁ ଥିବା ଏଏଫସି ମହିଳା ଏସିଆନ କପ କ୍ୱାଲିଫାଏର ଟୁର୍ନାମେଣ୍ଟ ପାଇଁ ୨୪ ଜଣିଆ ଭାରତୀୟ ମହିଳା ଫୁଟବଲ ଦଳରେ ସ୍ଥାନ ପାଇଛନ୍ତି। ଏହାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ…
