Admin

ଜାନୁଆରୀ ୧୫ ସୁଦ୍ଧା ଓଏଭି ପ୍ରବେଶିକା, ଏପ୍ରିଲ୍‌ ୨ରୁ ୩୦ ମଧ୍ୟରେ ନାମଲେଖା

ଭୁବନେଶ୍ଵର, ୦୭/୧୧ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (ଓଏମ୍‌ଏଭି)ରେ ନାମଲେଖା ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏଥିପାଇଁ ଗତ ୧ ତାରିଖଠାରୁ ପଞ୍ଜୀକରଣ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦ ତାରିଖ ପଞ୍ଜୀକରଣର ଶେଷ ତାରିଖ ରହିଛି । ୨୦୨୪ ଜାନୁଆରୀ ୧୫ ସୁଦ୍ଧା ପ୍ରବେଶିକା ପରୀକ୍ଷା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରବେଶିକା ପରୀକ୍ଷା କେନ୍ଦ୍ର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସ୍ଥିର କରିବ…

Read More

କିଏ ଏହି ଶୀତଲ ଦେବୀ, ଯାହାଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଆନନ୍ଦ ମହିନ୍ଦ୍ରା, ଆଶୀର୍ବାଦ ଦେଇଥିଲେ ମୋଦି

ଭୁବନେଶ୍ଵର, ୦୭/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏସିଆନ୍ ପାରା ଗେମ୍ସ ୨୦୨୩ରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଭେଟିଥିଲେ। ଏହି ଖେଳାଳିମାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରର ଶିତଲ ଦେବୀଙ୍କୁ ପ୍ରଧାନମନ୍ତ୍ରୀ ଆଶୀର୍ବାଦ କରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୀତଲ କେବଳ ଦେଶ ପାଇଁ ଗୌରବ ଆଣିନାହାଁନ୍ତି ବରଂ ଅନେକ ମହାନ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି। ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଏହି ମହିଳା ଖେଳାଳିଙ୍କୁ…

Read More

ସ୍ବାସ୍ଥ୍ଯ ପାଇଁ କ୍ଷତିକାରକ ଫେସ୍ କ୍ରିମ୍

ଭୁବନେଶ୍ୱର,୦୬/୧୧: ସୁନ୍ଦର ଦେଖା ଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ ଲାଇଟନିଂ ପଡକ୍ଟ ତଥା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀ ଚାହିଦା ବଢୁଛି । ବିଶେଷକରି ଆଫ୍ରିକା, ଏସିଆ ଏବଂ କାରବିଆନ ଦେଶଗୁଡିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାମଗ୍ରୀ ଉପରେ ବେଶ୍ ନିର୍ଭର କରନ୍ତି । ବଡ କଥା ହେଉଛି ଏସବୁ କ୍ରିମ୍ ଓ ଲୋସନରେ ମରକ୍ୟୁରୀର ମାତ୍ରା ରହୁଛି । ମରକ୍ୟୁରୀ ମିଶିଥିବା ଓ ନ ମିଶିଥିବା…

Read More

ସୁନ୍ଦର ଦେଖାଯିବାକୁ ପିନ୍ଧୁଛନ୍ତି କି ଆକର୍ଷଣୀୟ ପୋଷାକ, ଆରାମଦାୟକ ନହେଲେ ସ୍ଵାସ୍ଥ୍ୟ ପାଇଁ ସୃଷ୍ଟି କରେ ସମସ୍ୟା

ଭୁବନେଶ୍ଵର, ୦୪/୧୧ : ପୋଷାକ ପ୍ରତିଟି ମଣିଷ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ । ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାଉ। କିନ୍ତୁ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ପୋଷାକ ଆକର୍ଷଣୀୟ ସହ ଆରାମଦାୟକ ହେବା ମଧ୍ୟ ଜରୁରି । ଅନେକ ସମୟରେ ଆମ ପୋଷାକ ହିଁ ଆମ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଚାଲନ୍ତୁ ଜାଣିବା କ’ଣ ସେ ଭୁଲ୍‌ଗୁଡିକ, ଯାହା ଆମେ ସୁଧାରିପାରିବା । ଟାଇଟ୍‌ ପୋଷାକ : ଆଜିକାଲି…

Read More

ଚର୍ମ ପାଇଁ ବିଷାକ୍ତ ହୋଇପାରେ ଏସବୁ ଜିନିଷ…

ଭୁବନେଶ୍ୱର, ୦୩/୧୧: ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ…

Read More

ପିଲାକୁ ହଷ୍ଟେଲ ପଠାଉଥିଲେ ଜାଣନ୍ତୁ ଏହି ସବୁ ଟିପ୍ସ…

ଭୁବନେଶ୍ଵର, ୦୨/୧୧ : ପିଲାକୁ ସୁନିଶ୍ଚିତ ଭବିଷ୍ୟତ ଦେବା ପାଇଁ ସବୁ ବାପାମା’ପ୍ରୟାସ କରିଥାନ୍ତି । ଅନେକ ସମୟରେ ପିଲାର ଉଜ୍ଜ୍ୱଳ ଭବିଷ୍ୟତ ଆଶାରେ ଅଭିଭାବକ ପିଲାକୁ ଦୂର ସହରରେ ପାଠ ପଢିବାକୁ ପଠାଇଥାନ୍ତି । ସେଠାରେ ପିଲାକୁ ହଷ୍ଟେଲ ଜୀବନ ବଞ୍ଚିବାକୁ ପଡିଥାଏ । ପିଲାର ହଷ୍ଟେଲ ଜୀବନକୁ ନେଇ ପ୍ରାୟ ଅଭିଭାବକଙ୍କ ଭିତରେ ଅଜଣା ଭୟ ରହିଥାଏ । ଏଯପରିକି ପିଲା ହଷ୍ଟେଲରେ କେମିତି ରହିବ? ସେଠାରେ ଆଡ୍‌ଜଷ୍ଟ କରିପାରିବ କି ନା? ଏପରି…

Read More

୧୦ ବର୍ଷୀୟ ବାଳକଙ୍କୁ ବନ୍ୟଜୀବ ଫଟୋଗ୍ରାଫର୍‌ ସମ୍ମାନ

ବେଙ୍ଗାଲୁରୁ, ୦୧/୧୧ : ଚଳିତ ବର୍ଷର ବନ୍ୟଜୀବ ଫଟୋଗ୍ରାଫି ପ୍ରତିଯୋଗିତାର ବିଜେତା ହୋଇଛନ୍ତି ବେଙ୍ଗାଲୁରୁର ୧୦ ବର୍ଷୀୟ ବିହାନ ତାଲ୍ୟ ବିକାଶ । ଲଣ୍ଡନଠାରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ପ୍ରତିଯୋଗିତା ନାଚ୍ୟୁରାଲ ହିଷ୍ଟ୍ରୀ ମ୍ୟୁଜିୟମ୍‌ ଦ୍ୱାରା ଆୟୋଜିତ ହୋଇଥିଲା । ‘ଫଟୋଗ୍ରାଫିର ଅସ୍କାର’ ଭାବେ ପରିଚିତ ଏହି ପ୍ରତିଯୋଗିତା ବିଶ୍ୱର ସବୁଠୁ ଅସାଧାରଣ ଫଟୋଗ୍ରାଫି ପ୍ରଦର୍ଶନର ଏକ ବିଶ୍ୱସ୍ତରୀୟ ମଞ୍ଚ । ବିହାନଙ୍କୁ ବିଜେତା କରିଥିବା ଫଟୋ ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ସହିତ ଏକ ବୁଢ଼ିଆଣୀର ଅଜବ…

Read More

ଛୋଟପିଲାଙ୍କୁ ବ୍ଲଡ ପ୍ରେସର, ଜାଣନ୍ତୁ ରକ୍ଷା ପାଇବାର ଉପାୟ

ଭୁବନେଶ୍ଵର, ୩୦/୧୦ : ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ୟା । ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ୧୨ରୁ ୧୬ବର୍ଷ…

Read More

ସାଙ୍ଗ କରିପାରୁନାହାଁନ୍ତି କି ଆପଣଙ୍କ ପିଲା ? ହୁଅନ୍ତୁ ରୋଲ୍ ମଡେଲ୍…

ଭୁବନେଶ୍ବର, ୨୯/୧୦ : ସାଙ୍ଗ କରିବା ପିଲାମାନଙ୍କ ପାଇଁ କଷ୍ଟକର ହୋଇଥାଏ । ଏହା ପିଲାର ସାମାଜିକ ସମ୍ପର୍କ ବଢାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ । ଅଭିଭାବକ ବାହାରେ ଏପରି ପିଲାଙ୍କ ହାବଭାବକୁ ଲକ୍ଷ୍ୟ କରିବା ଦରକାର । ତେବେ ଯାଇ ସେମାନଙ୍କୁ ସହଯୋଗ କରିବା ସହଜ ହେବ । ପିଲାଦିନର ସାଙ୍ଗ ଖୁବ୍‌ ଖାସ୍‌ ହୋଇଥାନ୍ତି । କାରଣ ସେମାନଙ୍କ ସହ ଆମ ଜୀବନର ଆରମ୍ଭ ସମୟ ବିତିଥାଏ । କିନ୍ତୁ ଯଦି କୌଣସି…

Read More

ଆଇପିଏସ୍ ଡି ରୁପା କିଏ ? ଯିଏ ଜଣେ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ

ନୂଆଦିଲ୍ଲୀ, ୨୮/୧୦ : ଭାରତରେ ନାରୀଙ୍କୁ ଦେବୀର ସ୍ଵରୂପ ବୋଲି ମାନନ୍ତି। ଜଣେ ନାରୀ ମା’ ହୋଇପାରେ ଆଉ ସମୟ ଆସିଲେ ଚଣ୍ଡୀ ବେଶ ଧରି ସଂହାର କରିପାରେ। ଆମେ ଏଭଳି ଜଣେ ସାହାସୀ, ନିର୍ଭୀକ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଖୁବ୍ ପରିଚିତ। ତାଙ୍କର ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି। ସେ ହେଉଛନ୍ତି ଆଇପିଏସ୍ ଡି ରୁପା। ତାଙ୍କ ନାମରେ ଅନେକ ସଫଳତା ରହିଛି। ପ୍ରତ୍ୟେକ ମହିଳା ତାଙ୍କ…

Read More