Blog

ଆପଣଙ୍କ ମୋବାଇଲ ହିଟ୍ ହେଉଛି କି? ସାବଧାନ

ଆପଣଙ୍କ ମୋବାଇଲ ହିଟ୍ ହେଉଛି କି? ବିନା କାରଣରେ ବ୍ୟବହାର ନ କଲେ ବି ଗରମ ହେଉଛି କି ଆପଣଙ୍କ ମୋବାଇଲ? ମୋବାଇଲ ଅନ କଲାମାତ୍ରେ ଅଜବ ଗଜବ ବ୍ୟବହାର କରୁଛି କି? କଥାବାର୍ତ୍ତା ନକଲେ ବି ବ୍ୟାଟେରି ସରିଯାଉଛି କି ? ବିନା କାରଣରେ ଡେଟା ସରିଯାଉଛି କି, ଆପଣଙ୍କୁ ଅଧିକ ରିଚାର୍ଜ କରିବାକୁ ପଡୁଛି କି ? ତାହେଲେ ସାବଧାନ ହୋଇଯାଆନ୍ତୁ ଆପଣଙ୍କ ଉପରେ କାହାର ନଜର ପଡ଼ିଲାଣି। ଆପଣ ହୁଏତ ଫୋନ ଖରାପ…

Read More

କଣ ଏହି ଶକ୍ତିଶ୍ରୀ, ଶିକ୍ଷାନୁଷ୍ଠାନରେ ଏହାର କାର୍ଯ୍ୟ କଣ ?

ରାଜ୍ୟରେ 15 ଦିନ ଭତରେ ଦୁଇଟି ଶନିବାର ଦୁଇଟି ବଡ଼ ଘଟଣା ଘଟିବା ପରେ ସେହି ଶନିବାର ଶକ୍ତିଶ୍ରୀ ପ୍ରୟୋଗ କଲେ ରାଜ୍ୟ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରାଇମଟାଇମ ବୁଲେଟିନ ସମୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାର ଛାତ୍ରୀ, ଓ ନାରୀ ସୁରକ୍ଷାକୁ କେତେ ଗମ୍ଭୀରତାର ସହିତ ନେଇଛନ୍ତି ତାହା ବଖାଣିଛନ୍ତି। ଏଥିସହିତ ମଧ୍ୟ ଘଟଣା ପଛରେ ଯିଏ ଥାଆନ୍ତୁ ନା କାହିଁକି ଏପରିକି ଯଦି ଷଡ଼ଯନ୍ତ୍ର ହୋଇଥିବେ ତାହେଲେ କଡ଼ା କାର୍ଯ୍ୟାନୁଷ୍ଠାନ…

Read More

ସ୍ବଚ୍ଛ ସହର ବର୍ଗରେ ଭୁବନେଶ୍ବର ନମ୍ବର 9ରେ, ତାଲିକାରେ ଅଛି ଗଞ୍ଜାମ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି । ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍‌ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ସ୍ଥାନ ପାଇଲେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ। ଭାରତର ନୂତନ ସ୍ୱଚ୍ଛ ସହର…

Read More

ପୁଣି ପରଦାକୁ ଫେରୁଛନ୍ତି ସ୍ମୃତି ଇରାନୀ

ପରଦାକୁ ପୁଣି ଫେରିଲେ ସ୍ମୃତି ଇରାନୀ, ପୁଣି ଫେରିଲା ସେହି ଲୋକ ପସନ୍ଦ ଧାରବାହିକ କ୍ୟୋ କି ଶାଶ ଭି କଭି ବୋହୂ ଥି । ଷ୍ଟାର ପ୍ଲସରେ ଆସୁଛି ଏହି ସିରିଅଲର ଦ୍ବିତୀୟ ଭାଗ ବା କ୍ୟୋ କି ଶାଶ ଭି କଭି ବୋହୂ ଥି ପାର୍ଟ ଟୁ । ବଡ଼ କଥା ହେଉଛି ଏହାର ଫାଷ୍ଟ ଟିଜର ସାମ୍ନାକୁ ଆସିଥିବା ବେଳେ ଏଥିରେ ମଧ୍ୟ ଦେଖାଦେଇଛନ୍ତି ସ୍ମୃତି ଇରାନୀ । ଆଉ ସେ କହିଛନ୍ତି…

Read More

ବର୍ଷା ସମୟରେ ଆପଣ ଗାଡ଼ି ଚଳାଉଥିଲେ ଏହା ନିହାତି ଜାଣନ୍ତୁ

ମୌସୁମୀ ଆସିଲା ବର୍ଷା ଆଣିଲା ସମସ୍ତେ ଖୁସି ହେଲେ କିନ୍ତୁ ଦିନ କେଇଟାରେ ଏବେ ଚିନ୍ତା ବଢ଼ାଇ ଦେଲାଣି। ଏସନ ଏମିତି ବର୍ଷା ଲାଗି ରହିଛି ଯେ ରେକର୍ଡ କହୁଛି ଜୁନରେ କୁଆଡ଼େ ଶହେ ପ୍ରତିଶତ ଅଧିକ ବର୍ଷା ହୋଇଛି । ତେଣୁ ବର୍ଷା ଯଦି ଲାଗି ରହେ କାମ ତ ଅଟକିବନି, ଯିବାକୁ ପଡ଼ିବ। ତାହା ତ ଠିକ୍ କିନ୍ତୁ ଏହି ବର୍ଷା ଦିନେ ବାହାରକୁ ଯିବାକୁ ହେଲେ ଭାରି କଷ୍ଟ ସହିବାକୁ ପଡ଼େ। ଏମିତିକି…

Read More

କେଉଁ ଓଡ଼ିଆ ଫିଲ୍ମ ଦେଖିବାକୁ ଆପଣ ଯିବେ

ବାହୁଡ଼ା ବେଳକୁ ଓଡ଼ିଆ ସିନେ ଦର୍ଶକଙ୍କ ପାଇଁ 2 ସିନେମାରେ ରହିଛନ୍ତି ଜଗନ୍ନାଥ ବହୁ ବର୍ଷ ପରେ ଓଡ଼ିଆ ସିନେମା ବଜାର ରଜକୁ ମନଭରି ଉପଭୋଗ କରିଛି । ସିନେ ପ୍ରେମୀ 2ଟି ଓଡ଼ିଆ ଫିଲ୍ମକୁ ପସନ୍ଦ କରିବା ସହିତ ଏହାର ବିଜନେସରେରେ କିଛି କିଛି ନିଜର ଯୋଗଦାନ କରିଛନ୍ତି । ସବ୍ୟସାଚୀ ମହାପାତ୍ରଙ୍କ ଅନନ୍ତା ଏବଂ ବାବୁ ଶାନ ମହାନ୍ତିଙ୍କ ବୋଉ ବୁଟୁ ଭୂତ ଦର୍ଶକଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ବେଳେ ଏହି ଦୁଇ…

Read More

କ୍ଷୁଦ୍ର ଗଳ୍ପ ଅନ୍ଧାରର ହାତ”

“ସେତେବେଳକୁ ତମେ କେଡ଼େ ବଡ଼ ହୋଇଥିଲ ? ମାନେ ମାମା ଠାରୁ ବଡ଼ ହେଇଥିଲ ନା ସାନ ?” “କେଡ଼େ ବଡ଼ …. ? …..ହା .. ହା ଏଡ଼େ ବଡ଼ …” ଦୁଇ ହାତକୁ ଲମ୍ବେଇ କହିଲେ ଜେଜେ ମା …. “ସେତେବେଳକୁ ମୁଁ ତୋ ବୋଉଠାରୁ ବଡ଼ ହୋଇଥିଲି, ତୋ ବାପା ପରା କାଖରେ ଥିଲା ….” “ହା … ହା … ବାବା କାଖ ହଉଥିଲେ … କେଡ଼େ ଫନି କଥା ….”…

Read More

ଅନ୍ତିମ ସମୟ ଗଣୁଛି ଲାଲ ବାହିନୀ

ଲାଲଗଡ଼କୁ ନିପାତ କରିବା ପାଇଁ ଏବେ ଓଡ଼ିଶା-ଛତିଶଗଡ଼,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ଜୋରଦାର ଅପରେସନ ଜାରି ରହିଛି। ଗତ 6 ମାସ ଭିତରରେ 5ଶହରୁ  ଅଧିକ ମାଓ କ୍ୟାଡର ପ୍ରାଣ ହରାଇଥିବା ଟପ୍ ମାଓ ନେତାମାନେ ମଧ୍ୟ ପ୍ରାଣ ହରାଇଛନ୍ତି। ଆସନ୍ତୁ ନଜର ପକାଇବା ନିକଟରେ ପ୍ରାଣ ହରାଇଥିବା କିଛି ଟପ୍ ମାଓ ନେତାଙ୍କ ଉପରେ ଯେଉଁମାନେ ତିନି ରାଜ୍ୟକୁ ହୁଲସ୍ତୁଲ କରି ରଖିଥିଲେ। କହି କହି ଏମାନେ ରକ୍ତପାତ କରୁଥିଲେ। ହେଲେ ସ୍ଥିତି ଏବେ ଏମିତି ହୋଇଛି ଯେ…

Read More