
୩୮ ଦାନ୍ତ ପାଇଁ ମହିଳାଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ, ୨୨/୧୧ : ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳା ୩୮ ଦାନ୍ତ ପାଇଁ ମହିଳା ବିଭାଗରେ ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଗିନିଜ୍ ବିଶ୍ୱ ରେକର୍ଡ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢ଼ିରେ ୪ ଓ ଉପର ମାଢ଼ିରେ ୨ ଅତିରିକ୍ତ ଦାନ୍ତ ରହିଛି । କୈଶୋରାବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ । ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ…