ଆମ ଗାଁର ମଉଡ଼ ମଣି : ଶିବାନୀ ଦିଦି, ଦୁନିଆ କରୁଛି ସାଲ୍ୟୁଟ

କେନ୍ଦ୍ରାପଡ଼ା ଅନ୍ତର୍ଗତ ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳଙ୍କୁ ନେଇ ଖାଲି ରାଜ୍ୟ କାହିଁକି ଜାତୀୟ ଗଣ ମାଧ୍ୟରେ ବି ଚର୍ଚ୍ଚା । ଜଣେ ପାରାଲିସିସ ବୃଦ୍ଧାଙ୍କୁ ବାତ୍ୟା ସମୟରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ବୋହି ଆଶ୍ରୟସ୍ଥଳକୁ ନେଇ ଯାଇଥିଲେ ଶିବାନୀ। ବାତ୍ୟା ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟକୁ ଚାରିଆଡ଼େ ପ୍ରଶଂସା କରାଯାଉଛି। ଶିବାନୀଙ୍କର ଏହି କାର୍ଯ୍ୟର ଭିଡିଓ ଯେତେବେଳେ ସୋସିଆଲ ମିଡିଆ ଏବଂ ଟିଭିରେ ପ୍ରସାରିତ ହୋଇଥିଲା…

Read More

ଫ୍ଲୋରେନସ ନାଇଣ୍ଟିଆଙ୍ଗଲ ପୁରସ୍କାର ପାଇଲେ ମାଲକାନଗିରିର ସଂଯୁକ୍ତା ସେଠୀ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲକାନଗିରିର ସଂଯୁକ୍ତା ସେଠୀଙ୍କୁ ମିଳିଛି ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ପୁରସ୍କାର। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ସମ୍ମାନିତ କରିଛନ୍ତି। ସଂଯୁକ୍ତା ସେଠୀ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ ଅଫିସର ତଥା ଓଟି-ଇନ୍ ଚାର୍ଜ ସିଷ୍ଟର ଭାବେ କାର୍ଯ୍ୟ କରୁଛନ୍ତି। ଏଥି ସହିତ ଜିଲ୍ଲା କ୍ୱାଲିଟି ଆସ୍ୟୁରାନ୍ସ ଟିମ ସଦସ୍ୟା ସହ ବାୟୋ ମେଡିକାଲ୍ ୱେଷ୍ଟ ସୁପରଭାଇଜର ମଧ୍ୟ ଅଛନ୍ତି। ଶ୍ରୀମତୀ ସେଠୀ ହେଉଛନ୍ତି ସମାଜସେବୀ ଉମାକାନ୍ତ ସାହୁଙ୍କ…

Read More

ସେପ୍ଟେମ୍ବର 17ରେ ସୁଭଦ୍ରା ଟଙ୍କା, ଜାଣନ୍ତୁ କେମିତି ଆବେଦନ କରିବେ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଯୋଜନାର ବିସ୍ତୃତ ମାର୍ଗଦର୍ଶିକା ଖୁବ୍ ଶୀଘ୍ର ଜିଲ୍ଲାପାଳମାନଙ୍କୁ ପଠାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁଭଦ୍ରା ଯୋଜନାର SOP ସମ୍ପର୍କରେ ବିଧାନ ସଭାରେ ସୂଚନା ଦେବା ପରେ ଉନ୍ନୟନ କମିଶନର ଅନୁ ଗର୍ଗ ଯୋଜନାର ସମୀକ୍ଷା କରିଛନ୍ତି. ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ଆଜି ଅପରାହ୍ନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Read More

ମହିଳା ସୁରକ୍ଷା ବିଷୟରେ ଛୋଟ କଥା..

ମହିଳା ସୁରକ୍ଷା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ଆମ ଦେଶର ସମାଜରେ ମହିଳାମାନଙ୍କ ପ୍ରତି ଅନେକ ଅନ୍ୟାୟ, ଉତ୍ପୀଡନ ଓ ଅପମାନ ହେଉଛି, ଯାହା ବିରୁଦ୍ଧରେ ସଠିକ ଭାବରେ ପଦକ୍ଷେପ ନିଆଯାଇବା ଆବଶ୍ୟକ। ଏହାରେ ମହିଳାମାନଙ୍କୁ ସୁରକ୍ଷା ଓ ସମ୍ମାନ ଦେବା ପାଇଁ ଆଇନ ଓ ବ୍ୟବସ୍ଥା ବିକଶିତ କରିବା ଏବଂ ସମାଜର ସଚେତନତା ଆବଶ୍ୟକ। ଅନେକ ମହିଳା ତାଙ୍କର ଦୈନନ୍ଦିନ ଜୀବନରେ ସୁରକ୍ଷା ବା ନିରାପତ୍ତାର ଅଭାବ ଭାବୁଛନ୍ତି। ସମ୍ପୃକ୍ତ ଥିବା ଅନେକ ରାତ୍ରୀରେ ନିଜ…

Read More

ଗର୍ଭବତୀ ମହିଳାଙ୍କ ପାଇଁ ଡିଭାଇସ ତିଆରି କରିଥିବା ଛାତ୍ରୀଙ୍କୁ ସମ୍ମାନିତ କଲେ କେନ୍ଦ୍ର ସରକାର

ନବମ ଶ୍ରେଣୀର ଏହି ଛାତ୍ରୀ ଜଣଙ୍କ ସମସ୍ତଙ୍କ ପ୍ରଶଂସାର ପାତ୍ରୀ ହୋଇଛନ୍ତି। ଛାତ୍ରୀଙ୍କ ନାଁ ରିଶିତା ସାମନ୍ତରାୟ। ରିଶିତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମ୍ମାନିତ କରାଯାଇଛି। କାରଣ ରିଶିତା ଏମିତି ଏକ ଡିଭାଇସ ତିଆରି କରିଛନ୍ତି ଯେଉଁଥିରେ ମହିଳାମାନେ ବେଶ୍ ଉପକୃତ ହେବେ। କୁହାଯାଏ ଆବଶ୍ୟକତା ହିଁ ଉଦ୍ଭାବନର ଜନନୀ। ରିଶିତାଙ୍କ ଘରେ କାମ କରୁଥିବା ଜନୈକ ମହିଳାଙ୍କ ଅସୁବିଧାକୁ ଦେଖି ସେ ଏହି ଡିଭାଇସ ତିଆରି କଲେ।ରିଶିତାଙ୍କ ଘରର ମେଡଙ୍କ ଝିଅ ବାରମ୍ବାର ବସ୍ ଯାତ୍ରା…

Read More

ମଜନୁର ମନ ମହିଳାଙ୍କ ଧନରେ, ଗିରଫ ହେଲା 5 ମହିଳାଙ୍କ ସ୍ବାମୀ ସତ୍ୟଜିତ

ଜଣେ ନୁହେଁ କି ଦୁଇ ଜଣ ନୁହେଁ 49 ଜଣ ମହିଳାଙ୍କ ବର ସାଜିବା ଚକ୍କରରେ ସିରିଜ ଚୂନା ମାରିଛି ଜଣେ ଯୁବକ । ବିଶ୍ବାସ ନହେଲେ ବି ଏହା ସତ, ସଂପୃକ୍ତ ଯୁବକର ମୁଖା ଖୋଲିଛି କମିଶନରେଟ ପୋଲିସ। କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜିତ ସାମଲ। ଆହୁରି ୪୯ଜଣ ମହିଳା ଲାଇନରେ ଥିଲେ ବୋଲି ଜଣାଯାଇଛି। ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା…

Read More

ଜଳବାୟୁ ପରବର୍ତ୍ତନର ସାଂଘାତିକ ପ୍ରଭାବ, ବାଟବଣା ହେଉଛନ୍ତି ପାଠ

ବନ୍ୟାବାତ୍ୟା ବିଶ୍ବତାପନ, କେବଳ ଜୀବନ ଶୈଳୀକୁ ପ୍ରଭାବିତ କରୁନି, ଏହା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କର ଶିକ୍ଷା ବାଟବଣା ହେଉଛି । ୟୁନେସ୍କୋର ବୈଶ୍ବିକ ଶିକ୍ଷା ନିରୀକ୍ଷଣ (ଜିଇଏମ୍‌) ରିପୋର୍ଟ ଅନୁଯାୟୀ, ଉଷ୍ମତା, ବନାଗ୍ନି, ବନ୍ୟା, ମରୁଡ଼ି, ରୋଗ ଓ ସମୁଦ୍ର ପତ୍ତନ ବୃଦ୍ଧି ଆଦି ଘଟଣା ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି ଏବଂ ଏହାଦ୍ବାରା ଏ ଦଶନ୍ଧିରେ ହାସଲ ହୋଇଥିବା ଶିକ୍ଷାଗତ ଅଗ୍ରଗତି ବ୍ୟର୍ଥ ହୋଇଯିବାର ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଅଧିକାଂଶ ନିମ୍ନ…

Read More

ଋତୁସ୍ରାବ ସମୟରେ ଗୋଡ଼ରେ ଯନ୍ତ୍ରଣା ହେଉଛି କି ? ଜାଣନ୍ତୁ କେମିତି ପାଇବେ ମୁକ୍ତି…

ଭୁବନେଶ୍ଵର, ୨୪/୧୧ : ପିରିୟଡ୍ସ ବା ଋତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା । ଏହି ସମୟରେ ମହିଳାମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେଥିମଧ୍ୟରୁ କ୍ରାମ୍ପସ୍‌ ବା ମାଂସପେଶୀ ଟାଣି ହେବା ଅନ୍ୟତମ । ପିରିୟଡ୍ସ ଆରମ୍ଭ ହେବା ସହ ଅବା କିଛି ସମୟ ପୂର୍ବରୁ ପାଦ, ଅଣ୍ଟା ଓ ପେଟରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ମହିଳାମାନେ ଯନ୍ତ୍ରଣା ସହି ନ ପାରି ପେନ୍‌କିଲର୍‌ ଖାଇଥାନ୍ତି, ଯାହା ଆଗାମୀ ଦିନରେ ଅନେକ…

Read More

ମହିଳାମାନେ କେମିତି କରିବେ ମହଙ୍ଗା ସହ ମୁକାବିଲା, ଜାଣନ୍ତୁ…

ଭୁବନେଶ୍ଵର, ୨୫/୧୧ : ମହଙ୍ଗାକୁ ମୁକାବିଲା କରିବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ଚଉଆଖିଆ ହେବାକୁ ପଡିଥାଏ । ବିଭିନ୍ନ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେଇପାରୁଥିବା ମହିଳାମାନେ ହିଁ ମହଙ୍ଗା ମୁକାବିଲା କରିବା ସହଜ ହୋଇଥାଏ। ତେବେ ଜାଣନ୍ତୁ କିଭଳି କରିବା ମହଙ୍ଗା ସହ ମୁକାବିଲା… ଟଙ୍କା ବାହାର କରିବା ଶିଖନ୍ତୁ: ପ୍ରାୟ ଗୃହିଣୀ ସଞ୍ଚିତ ଅର୍ଥକୁ ଘରେ ବା ସଞ୍ଚୟ ଖାତାରେ ପକାଇ ରଖିଥାନ୍ତି, ଯାହାଦ୍ୱାରା ଅର୍ଥ ଏକ ପ୍ରକାର ମୂଲ୍ୟହୀନ ହୋଇପଡିଥାଏ । ବରଂ…

Read More

୩୮ ଦାନ୍ତ ପାଇଁ ମହିଳାଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ, ୨୨/୧୧ : ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳା ୩୮ ଦାନ୍ତ ପାଇଁ ମହିଳା ବିଭାଗରେ ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛନ୍ତି । ଗିନିଜ୍‌ ବିଶ୍ୱ ରେକର୍ଡ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢ଼ିରେ ୪ ଓ ଉପର ମାଢ଼ିରେ ୨ ଅତିରିକ୍ତ ଦାନ୍ତ ରହିଛି । କୈଶୋରାବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ । ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ…

Read More