ଏହି ହସ କରିଛି ମତୁଆଲା ନେଟ ଦୁନିଆରେ ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଭାଇରାଲ ହୋଇଯିବା ପରେ ଅନେକ ରାତାରାତି ଷ୍ଟାର ହୋଇଯ଼ିବାର ନଜିର କିଛି କମ ନାହିଁ  । ସେ ମୋନାଲିସା ଭଦ୍ରା ହୁଅନ୍ତୁ କି ରାନୁ ମଣ୍ଡଳ ହୁଅନ୍ତୁ । ଗୋଟିଏ ଗୋଟିଏ ଭିଡିଓ ଏମାନଙ୍କୁ ଷ୍ଟାର କରିଦେଇଛି । ଏବଂ ଏମାନଙ୍କ ଷ୍ଟାଇଲ ଚର୍ଚ୍ଚାର ବିଷୟ ହୋଇଛି । ନେଟ ଦୁନିଆରେ ଏବେ ଏମିତି ଏକ ଝିଅର ପୋଷ୍ଟ ଖୁବ ଭାଇରାଲ ହେଉଛି । ଭିଓଟି ଆନୋନିମ ଉଇମେନ ପୋଷ୍ଟରେ ସେୟାର…

Read More

“ଚମତ୍କାରୀ କରୋନା ଔଷଧ”କୁ ଆନ୍ଧ୍ର ସରକାରଙ୍କ ଅନୁମତି

() କରୋନାକୁ ନେଇ ବିଶ୍ବବ୍ୟପୀ ହାହାକାର ପଡ଼ିଥିବା ବେଳେ ଆନ୍ଧ୍ରପ୍ରଦେଶର ଚମତ୍କାରୀ ଔଷଧ ଏବେ ଦେଶରେ ନୂଆ ଆଶା ସୃଷ୍ଟି କରିଛି । ହଜାର ହଜାର ଲୋକ ଏବେ ଏହି ଚକତ୍କାରୀ ଔଷଧକୁ ଭରସା କରି ଚିକିତ୍ସିତ ହେବାକୁ ଆଗେଇ ଆସୁଛନ୍ତି । ଆଉ ଏତିକିବେଳେ ଏହି ଔଷଧକୁ ରୋଗୀଙ୍କ ଇଚ୍ଛା ଅନୁସାରେ ବ୍ୟବହାର କରିବାକୁ ଅନୁମତି ଦେବା ଲାଗି ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି । ସୋମବାର ଆନ୍ଧ୍ର ସରକାର ଏହି ଔଷଧକୁ ମଞ୍ଜୁରୀ ଦେଇଛନ୍ତି, ଯାହାକି…

Read More