ବୃଷ ରାଶି ପାଇଁ 2026 ରାଶି ଫଳ କଣ ରହିବ ଜାଣନ୍ତୁ

ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷରାଶିର ବ୍ୟକ୍ତି ବିଶେଷଙ୍କ ନୂଆ ବର୍ଷ କିପରି ହେବ ଆସନ୍ତୁ ନଜର ପକାଇବା। ପ୍ରଥମେ ନଜର ପକାଇବା ସ୍ୱାସ୍ଥ୍ୟ ଉପରେ । ଏହି ବର୍ଷ ଆପଣଙ୍କୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ମିଳିପାରେ । ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚେଷ୍ଟା କରନ୍ତୁ। ଶନିଙ୍କ ଦୃଷ୍ଟି ଆପଣଙ୍କ ରାଶି ଉପରେ ରହିବା କାରଣରୁ ଆପଣ ଆଳସ୍ୟ ଅନୁଭବ କରିବେ, ତେଣଉ ଏଥିରୁ ବାହାରିବା ପାଇଁ ଚେଷ୍ଟା ଜାରି ରଖିବା ଉଚିତ…

Read More

2026 ବର୍ଷରେ ମେଷ ରାଶି ପାଇଁ କଣ ରହିିଛି ଜାଣନ୍ତୁ

2026 ମେଷ ରାଶି ପାଇଁ ଭବିଷ୍ୟବାଣୀ, ଏହି ବର୍ଷ ଆପଣଙ୍କ ରାଶି ଉପରେ ଶନିଙ୍କ ବଡ଼ ପ୍ରଭାବ ରହିଛି । ଏହା ମାନସିକ ଚାପ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ପ୍ରଥମ ତିନି ମାସ ମଧ୍ୟରେ, ରାଶିଚକ୍ରର ଦୃଢ଼ ସ୍ଥିତି ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ। କିନ୍ତୁ ମନରେ କୌଣସି ରୋଗକୁ ନେଇ ଭୟ ରହିବ। ଏପ୍ରିଲରୁ ମେ ମାସ ମଧ୍ୟରେ ରାଶିଚକ୍ର ହ୍ରାସ ପାଇବା ଏବଂ ଷଷ୍ଠ ଘରେ ଯନ୍ତ୍ରଣା ହେତୁ…

Read More

VIRAL VIDEO : କାରକୁ ଧକ୍କା ଦେଲା ବିମାନ

ଆମେରିକାର ଫ୍ଲୋରିଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏହା ରାଜପଥରେ ଏକ କାରକୁ ଧକ୍କା ଦେଇଛି । ମେରିଟ୍ ଦ୍ୱୀପ ନିକଟରେ ଏହି ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ ଛୋଟ ବିମାନ ରାଜପଥରେ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରିଥିଲାଏବଂ ସିଧାସଳଖ ଏକ କାର ସହିତ ଧକ୍କା ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି। A small plane struck a car during an emergency landing on I-95 in Florida,…

Read More

ଏହି 5ଟି ଓଡ଼ିଆ ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ

ଆମ ସାହିତ୍ୟର ଯେମିତି କିଛି ନିର୍ଦ୍ଦିଷ୍ଟ ପୁସ୍ତକ ରହିଛି ଯାହାକି ଜଣେ ଓଡ଼ିଆ ହିସାବରେ ନିଶ୍ଚୟ ପଢ଼ିଥିବା ଉଚିତ, ସେମିତି କିଛି ସିନେମା ମଧ୍ୟ ରହିଛି ଯେମିତି ବି ହେଉ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ । ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଫିଲ୍ମଗୁଡିକ ମଧ୍ୟରୁ ଏହି 5ଟିକୁ ଗ୍ରହଣ କରାଯାଇପାରେ, ଜଣେ ଓଡ଼ିଆ ହିସାବରେ ଏହି ଫିଲ୍ମ ଆପଣ ନିଶ୍ଚୟ ଦେଖିଥିବା ଉଚିତ । ଏହି ସିରିଜର ପ୍ରଥମ ଓଡ଼ିଆ ଫିଲ୍ମ ହାକିମ ବାବୁ…

Read More

ଜାଣନ୍ତୁ ଧର୍ମେନ୍ଦ୍ରଙ୍କ ବାବଦରେ କିଛି ଅଜଣା କଥା

ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି। ଧର୍ମେନ୍ଦ୍ର ଏମିତି ଏକ ଜଣେ ଷ୍ଟାର ଥିଲେ ଯିଏ 6 ଦଶକ ଯାଏଁ ନିଜର ଅଭିନୟର ଯାଦୁ ଜାରି ରଖିଥିବା ବେଳେ ଲଗାତର ହିଟ୍ ଫିଲ୍ମ ଦେବାର ରେକର୍ଡ ତାଙ୍କ ନାଁରେ ରହିଛି । ଆପଣ ଧର୍ମେନ୍ଦ୍ରଙ୍କ ଫିଲ୍ମ ବାଦରେ ଅନେକ କଥା ଜାଣିଥିବେ କିନ୍ତୁ ଏମିତି ବି କଥା ଅଛି ଯାହା ଆପଣ ହୁଏତ ଜାଣିନଥିବେ। ଆସନ୍ତୁ ନଜର ପକାଇବା ଏମିତି କିଛି ଅଜଣା କଥା ଉପରେ…

Read More

ଗୁଡ଼ଚଣା ଖାଆନ୍ତୁ, ଏଥିରେ ଅଛି ଅଦ୍ଭୁତ ଶକ୍ତି

ସନ୍ତୋଷୀ ମାଙ୍କ ବ୍ରତ କରୁଥିବା ଭକ୍ତମାନେ ମାଙ୍କ ନିକଟରେ ଗୁଡ଼ଭଜାବୁଟ ଭୋଗ କରିଥାନ୍ତି| ଏମିତି ଅନେକ ପୂଜାରେ ଭୋଗ ହୋଇଥାଏ ଗୁଡ଼- ଚଣା କିମ୍ବା ଗୁଡ଼-ବୁଟ | ଆପଣ ଜାଣିଛନ୍ତି ଏହି ଭୋଗର ରହିଛି ଚମତ୍କାରୀ କ୍ଷମତା| ଏହା ବିଜ୍ଞାନ ମଧ୍ୟ ପ୍ରମାଣିତ କରିଛି| ଗୁଡ଼ ଚଣା ମିଶ୍ରଣ ପାନ କଲେ ଅନେକ କିଛି ଫାଇଦା ମିଳିଥାଏ, ଯାହା ଆପଣ ଜାଣିବା ଜରୁରୀ| ଏପରିକି ଦିନକୁ ମୁଠାଏ ଭଜା ବୁଟ ପାଟିରେ ପକାଇବା ବି ନିହାତି ଆବଶ୍ୟକ|…

Read More

ସନ୍ୟାସୀ ହୋଇଯାଇଥିବା ଜଣେ ଅଭିନେତ୍ରୀଙ୍କ ଅକୁହା କଥା

ଜଣେ ଅଭିନେତ୍ରୀଙ୍କ କାହାଣୀ, ଯାହାଙ୍କୁ ଆପଣ ନିଜ ଟିଭିରେ ନିଶ୍ଚୟ ଦେଖିଥିବେ, ଯାହାଙ୍କ ହସ, ଅଭିନୟ ଏବଂ ପ୍ରତ୍ୟେକ ଚରିତ୍ର ଲୋକଙ୍କ ହୃଦୟରେ ଘର କରି ରହିଛି । 27 ବର୍ଷ ଧରି ସେ ପ୍ରତିଟି ଘରର ପରିଚୟ ହୋଇ ରହିଥିଲେ। କେବେ ବୋହୂ ଭାବରେ, ତ କେବେ ଭଉଣୀ, ପୁଣି କେବେ ସିନେମାର ପରଦାରେ ତାଙ୍କୁ ଦେଖିଥିବେ | ତାଙ୍କ ଚମକୁଥିବା ହସ ପଛରେ ଏକ ଗଭୀର ଅକୁହା ସତ ଲୁଚି ରହିଥିଲା, ଯାହା ଖୁବ୍…

Read More

ବଲିଉଡ଼କୁ ଏବେ କଣ ଅକାଳ ପଡ଼ିଛି ?

  () ଦୁଇ ଦିନ ଯାଇନି, ଆଉ ଜଣେ ହାସ୍ୟ ଅଭିନେତାଙ୍କର ଦେହାନ୍ତ। ବଲିଉଡ଼ରେ ଏବେ ଯେମିତି ଅକାଳ ପଡ଼ିଛି। ଯେଉଁସବୁ ଅଭିନେତାମାନଙ୍କ ସହିତ ଦର୍ଶକମାନେ ନିଜକୁ ଯୋଡ଼ି ନେଉଥିଲେ, ଯେଉଁମାନଙ୍କୁ ଭୁଲିଯାଇଥିଲେ ମଧ୍ୟ ଅତି ଆପଣର ଭାବି ଆସୁଥିଲେ ସେମିତି କିଛି ଅଭିନେତା ଜଣଙ୍କ ପରେ ଜଣେ ବାଟ କାଟୁଛନ୍ତି। ଅତି କୋହଭରା କଣ୍ଠରେ କିଛି ଅଭିନେତା ଏଭଳି ଦୁଃଖ ବ୍ୟକ୍ତ କରିଛନ୍ତି । ବଲିଉଡ଼ ଯେମିତି କିଛି ଦିନ ଧରି ଶୋକ ପାଳନ ହିଁ…

Read More

6 ମାସରେ ଦୁଇଟି ଚନ୍ଦ୍ରଗ୍ରହଣ କାହା ପାଇଁ କେତେ ଶୁଭ କିମ୍ବା ଅଶୁଭ

ଆସନ୍ତା ସେପ୍ଟେମ୍ବର ୭ ଭାଦ୍ରବ ପୂର୍ଣ୍ଣମୀ ତିଥିରେ ପଡୁଛି ଚନ୍ଦ୍ର ଗ୍ରହଣ। ଏଥିସହ ଆସନ୍ତା ବର୍ଷ 2026 ମା ର୍ଚ୍ଚ ୩ ତାରିଖ ଦୋଳପୂର୍ଣ୍ଣମୀରେ ଆଉ ଏକ ଚନ୍ଦ୍ର ଗ୍ରହଣଦୃଶ୍ୟମାନ ହେବ । 7 ତାରିଖ ରାତି 9 57 ମିନିଟ ଗ୍ରହଣ ଲାଗୁ ହେବ । ଗ୍ରହଣ ଛାଡ଼ିବ ରାତି ଗୋଟାଏ 27 ମିନିଟ 17 ସେକେଣ୍ଡରେ । ଯେହେତୁ ରାତି 9ଟା 57 ମିନିଟ ଗ୍ରହଣ ଲାଗୁଛି ତେଣୁ ଏହାର 9 ଘଣ୍ଟା ପୂର୍ବରୁ…

Read More

ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ

ଓଡ଼ିଆରେ ଗୋଟେ କଥା ଅଛି ଭଙ୍ଗା ପୋଳୁହକୁ ମୁଣ୍ଡବୁଲା ଷେଉଳ। କଥାଟା ଏବେ ପ୍ରାୟ ଓଡ଼ିଆଙ୍କ ଚର୍ଚ୍ଚାରେ ରହିଛି। କାହିଁକି ଆପଣ ବୁଝି ସାରିବେଣି। କଥାଟା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ। କେତେ ବେଳେ କଣ କହୁଛନ୍ତି କୁଆଡ଼େ ମୋଡ଼ ନେଉଛନ୍ତି କିଛି ଜଣା ପଡୁନି। ଏଣେ ବିଶ୍ବର ଏଡ଼େବଡ଼ ଆର୍ଥିକ ଓ ସାମରିକ ଶକ୍ତିର ମୁଖ୍ୟଙ୍କ କଥାକୁ ବିଭିନ୍ନ ଦେଶ ଆସ୍ତେ ଆସ୍ତେ ହାଲୁକା ଭାବେ ନେଲେଣି। ପୁଣି ଆଜି ଟ୍ରମ୍ପ କହିଲେଣି ଭାରତ…

Read More