
ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ
ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢ଼ାଉ କରିଛି। ସୋନୁଙ୍କ ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ଼୍ୟାଳୟରେ ଆୟକର ବିଭାଗ ଛାପା ମାରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରିଛି । ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ…