ନେତାଙ୍କ ଛତା ଓ କୁର୍ତ୍ତା -ଆପଣ ହସିବେ କିନ୍ତୁ ଆମକୁ ଶିକ୍ଷା(WATCH)

ନେତାମାନେ ଯେ ଗୁରୁ ଗମ୍ଭୀର ରହିବେ, ସାଧାରଣ ସ୍ଥାନରେ ଏମାନେ ଥଟ୍ଟା ମଜା କରିପାରିବେନି, ଏମାନଙ୍କ ସହିତ କିଛି ଅସାମାନ୍ୟ ଘଟିଗଲେ ଏମାନଙ୍କୁ ଅସହଜ କରିଦିଏ, ଏମିତି ଧାରଣାର ଯୁଗ ଗଲାଣି। ଏବେ ତ ଦିନକୁ ଦିନ ନେତାମାନଙ୍କ ସାଧାରଣ ଜୀବନର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ କେତେ ଅତି ସାଧାରଣ ମଣିଷ, ବିଲକୁଲ ଅନ୍ୟମାନଙ୍କ ଭଳି, ତାହା ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ସାମ୍ନାରେ ଦୁଇ ରାଷ୍ଟ୍ରନେତାଙ୍କ ଭିଜୁଆଲ ଆଣିଛୁ ଯ଼ାହାକି…

Read More