କାହିଁକି ଭୁବନେଶ୍ବରକୁ ଭୁଲିପାରିବନି ଆର୍ଜେଣ୍ଟିନା-ଜାଣନ୍ତୁ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ବିଶ୍ବକପ ହକି ଶେଷ ହୋଇଛି । ଫାଇନାଲରେ ଜର୍ମାନୀକୁ ହରାଇ ଟାଇଟଲ ହାତେଇଛି ଆର୍ଜେଣ୍ଟିନା ।  ଫାଇନାଲ ମ୍ୟାଚ ଖୁବ ରୋମାଞ୍ଚକର ହୋଇଥିଲା। ଏମିତିକି ବେଳେ ବେଳେ ଲାଗୁଥିଲା ଜର୍ମାନୀ ଜିତିଯ଼ିବ ଆଉ ବେଳେ ବେଳେ ଲାଗୁଥିଲା ଆର୍ଜେଣ୍ଟିନା।  ଫାଇନାଲ ମ୍ୟାଚରେ ଜର୍ମାନୀକୁ ୪-୨ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି ଆର୍ଜେଣ୍ଟିନା । ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେଇଥିଲା ଏହି ହକି ମହାକୁମ୍ଭ।  ଆଜି ଶେଷ ଦିନରେ…

Read More