ପାରାଲିମ୍ପିକ୍ସରେ ରୌପ୍ୟ ଜିତି ଇତିହାସ ରଚିଲେ ଭାବିନା

ଭିନ୍ନ କ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ପାରାଲିମ୍ପିକ୍ସରେ ଭାରତର ଭାବିନା ପଟେଲ ଇତିହାସ ରଚିଛନ୍ତି. ଭାବିନା ଟେବୁଲ ଟେନିସରେ ରୌପ୍ୟ ପଦକ ଜିଣି ଭାରତର ପାଇଁ ଗୌରବ ଆଣିଛନ୍ତି. ତେବେ ଭାବିନା ଫାଇନାଲରେ ବିଶ୍ବର ନମ୍ବର ୱାନ ଚୀନର ୟିଙ୍ଗ ଝୋଉଙ୍କଠାରୁ 0-3ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି.  34 ବର୍ଷୀୟା ଭାବନା ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ. ତେବେ ଫାଇନାଲରେ  ବିଶ୍ବର ନମ୍ବର ୱାନ ଝୋଉଙ୍କଠାରୁ 7-11 5-11 6-11ରେ…

Read More