ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ – ବାଜି ଲଗାଇଛନ୍ତି ଅଜୟ ଦେବଗନ

ଫିଲ୍ମ ଭୁଜ ଦି ପ୍ରାଇଡ ଅଫ ଇଣ୍ଡିଆ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାର ପ୍ରଥମ ଟିଜରରୁ ଯ଼ାହା ଦେଖାଯାଉଛି ଭୁଜରେ ରହିଛି ଯ଼ୁଦ୍ଧ ବିଭୀଷିକାର ଦୃଶ୍ୟ, ରହିଛି ଇମୋସନ, ରହିଛି ଆକ୍ସନ   । ଟି ସିରିଜ ନିବେଦିତ ଏବଂ ଅଜୟ ଦେବଗନଙ୍କ ପ୍ରଯ଼ୋଜିତ ଏହି ଫିଲ୍ମର ଟିଜର ଖୁବ ପ୍ରଶଂସିତ ହୋଇଛି। ଟିଜରରେ ଅଜୟ ଦେବଗନଙ୍କ ସହିତ ସଞ୍ଜୟ ଦତ୍ତ, ସୋନାକ୍ସି ସିହ୍ନାଙ୍କୁ ଦେଖିବାକୁ ମିଳିଛି।   ଫିଲ୍ମଟି 1971 ଭାରତ ପାକିସ୍ତାନ ଯ଼ୁଦ୍ଧ ଉପରେ…

Read More