କଳାହାଣ୍ଡିରେ ୨୦୦ ଶଯ୍ୟା କୋଭିଡ ହସ୍ପିଟାଲ ଆରମ୍ଭ

କଳାହାଣ୍ଡି ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲର ଶୁଭାରମ୍ଭ ହୋଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଭବାନୀପାଟଣାରେ ନିର୍ମିତ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି । ବେଦାନ୍ତ ଗ୍ରୁପ ସହଯୋଗରେ ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ ନିର୍ମାଣ କରାଯାଇଛି । ଏଥିରେ ୧୬ଟି ଆସିୟୁ ଓ ୧୬ଟି ଏଚ୍‌ଡିୟୁ ଶଯ୍ୟା ସହିତ ଏକ ସ୍ବତନ୍ତ୍ର ଶିଶୁ ଚିକିତ୍ସା ୱାର୍ଡ ମଧ୍ୟ ରହିଛି। ବେଦାନ୍ତ ଦ୍ବାରା ଦେଶର ବିଭିନ୍ନ…

Read More

ରାଜ୍ୟ ସରକାରଙ୍କ ବଡ଼ ପ୍ୟାକେଜ ଉପକୃତ ହେବେ ଲକ୍ଷ ଲକ୍ଷ

ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରାଜ୍ୟ ସରକାର ବଡ଼ ପ୍ୟାକେଜ ଘୋଷଣା କରିଛନ୍ତି । କରୋନା କଟକଣା ଯ଼ୋଗୁଁ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ସ୍ଥିତି ଦୋହଲି ଯାଇଥିବାରୁ ଏଥିରେ ସୁଧାର ଆଣିବା ଲାଗି ଏହି ପ୍ୟାକେଜ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳ ଗରିବ, ଆଦିମ ଜନଜାତି,…

Read More