ହାସ୍ୟାଭିନେତା ଗୁଡୁଙ୍କ ବାହାଘର

ହାସ୍ୟାଭିନେତା ଗୁଡୁଙ୍କର କୁତୁକୁତିଆ ଅଭିନୟକୁ ମନେ ପକାଇ ଆପଣ ବାରମ୍ବାର ହସିଥାନ୍ତି। ଫିଲ୍ମ ହେଉ କି ସିରିଏଲ କି ଆଲବମ ଗୁଡୁ ଥିଲେ ହସ ଜମିଥାଏ। ତେବେ ଗୁଡୁଙ୍କୁ ନେଇ ଲେଟେଷ୍ଟ ଖବର ହେଲା ସେ ବାହା ହୋଇଛନ୍ତି। ସେ  ହାତକୁ ଚାରିହାତ ହୋଇଛନ୍ତି। ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ଯୋଡ଼ିଛନ୍ତି। ବାନ୍ଧବୀ ମାମାଙ୍କୁ ନେଇ ନିଜ ସଂସାର ଆରମ୍ଭ କରିଛନ୍ତି ଅଭିନେତା ଗୁଡୁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା…

Read More