ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି। ପୋର୍ଟ ବ୍ଲେୟାରରେ ଅନୁଷ୍ଠିତ ଏହି ଚଳଚ୍ଚିତ୍ର ଉତ୍ସବରେ 118ଟି ସର୍ଟ ଫିଲ୍ମ ସ୍ଥାନ ପାଇଥିଲା। ଏଥିରେ ଓଡ଼ିଆ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଶ୍ରେଷ୍ଠ ଭାରତୀୟ ଫିଲ୍ମ ମାନଙ୍କ ମଧ୍ୟରେ ସ୍ଥାନ ପାଇଛି।   ଫିଲ୍ମର କନସେପ୍ଟକୁ ଫେଷ୍ଟିଭାତ ଜୁରୀ ଖୁବ ପସନ୍ଦ କରିଛନ୍ତି। ବର୍ତ୍ତମାନ ସାମାଜିକ ଚଳଣିର ଏହା ପ୍ରତିଫଳନ ହୋଇପାରିଛି ବୋଲି କହିଛନ୍ତି। ଜୁଲାଇମାସରେ ସର୍ଟ ଫିଲ୍ମ ଲାଫିଙ୍ଗବୁଦ୍ଧ ଶେଷ…

Read More