ରାଜ୍ୟପାଳଙ୍କୁ ଭେଟିଲେ ରାଷ୍ଟ୍ରଦୀପର ପୂର୍ବତନ ସଂପାଦକ
ଭୁବନେଶ୍ବର- 28/12 ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଓ ପ୍ରସିଦ୍ଧ ଲେଖକ ଶ୍ରୀ ଜଗବନ୍ଧୁ ମିଶ୍ର ନିଜ ଲିଖିତ ତିନିଟି ପୁସ୍ତକ ଅର୍ପଣ କରିଛନ୍ତି । ଗତକାଲି ରାଜଭବନକୁ ଯାଇ ନିଜ ରଚିତ ତିନିଟି ପୁସ୍ତକ ଅର୍ପଣ କରିଥିଲେ। ଏହି ତିନିଟି ପୁସ୍ତକ ହେଲା ‘ପ୍ରଵନ୍ଧ ବିବିଧବର୍ଣ୍ଣା’, ‘ମହାକାଳ’, ‘ଓଡିଶାର ସନ୍ଥ ପରଂପରାରେ ସାମାଜିକ ସମରସତା’ । ଲେଖକ ଶ୍ରୀ ମିଶ୍ରଙ୍କ ସହ ରାଷ୍ଟ୍ରଦୀପର ପୂର୍ଵତନ ସମ୍ପାଦକ ଶ୍ରୀ ଶିବ ନାରାୟଣ ସିଂହ ଓ…