କ୍ରିକେଟ ମୈଦାନରୁ ୱିମ୍ବଲଡନ ଚାମ୍ପିୟନ

ଅଷ୍ଟ୍ରେଲିଆର ଆସଲେ ବାର୍ଟି ଏଥରର ୱିମ୍ବଲଡନ ଚାମ୍ପିୟନ ହୋଇଛନ୍ତି । ଚେକ ଗଣରାଜ୍ୟର କ୍ୟାରୋଲିନା ପ୍ଲିସ୍କୋଭାଙ୍କୁ ପରାସ୍ତ କରି ବାର୍ଟି ତାଙ୍କର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । କ୍ୟାରୋଲିନାଙ୍କୁ ସେ 6-3, 6-7, 6-3 ସେଟରେ ପରାସ୍ତ କରି 41 ବର୍ଷ ପରେ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଟାଇଟଲ ହାସଲ କରିଛନ୍ତି । 1980 ମସିହାରେ ଏଭୋନ ଗୁଲାଗଙ୍ଗ କ୍ୟାଲେ ଶେଷ ଅଷ୍ଟ୍ରେଲିୟ ଖେଳାଳି ଭାବେ ୱିମ୍ବଲଡନ ଜିତିଥିଲେ । କ୍ୟାଲେ ଏବଂ ମାର୍ଗାରେଟ କୋର୍ଟଙ୍କ…

Read More