ଗଣେଶ ପୂଜା ପାଇଁ ନିୟମାବଳୀ-ଦେଖନ୍ତୁ କଣ କରିବେ କଣ ନାହିଁ

ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ଶ୍ରୀଗଣେଶ ପୂଜା କେମିତି ପାଳନ କରାଯ଼ିବ ସେନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ BMC ଗାଇଡଲାଇନ୍ ଜାରି କରିଛି । COVID-19 ପ୍ରୋଟୋକଲ ଅନୁସାରେ ଭୁବନେଶ୍ବରବାସୀ ଗଣେଶପୂଜାର ଆୟୋଜନ କରିବେ । ମଣ୍ଡପ ଓ ପେଣ୍ଡାଲରେ ଗଣେଶ ପୂଜା ପରିଚାଳନା ପାଇଁ ଅନୁମତି ମିଳିଛି କିନ୍ତୁ ଏଥିରେ କିଛି ସର୍ତ୍ତ ରଖାଯାଇଛି। ଏହି ସର୍ତ୍ତସବୁ ପାଳନ କରିବା ଲାଗି କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 1 ମଣ୍ଡପରେ ପୂଜା କରିବା ପାଇଁ…

Read More

ଜାଣନ୍ତୁ କେଉଁ ଟିକା ଦାମ କେତେ ? ଆପଣ ପାଉଛନ୍ତି କେତେରେ…

ସମସ୍ତଙ୍କୁ ମାଗଣାରେ ଟିକା ଦିଆଯ଼ିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହିତ ଘରୋଇ ହସ୍ପିଟାଲରେ ଟିକା ମଧ୍ୟ କିଣିବା ପାଇଁ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ପର ଦିନ କେନ୍ଦ୍ରସରକାର ଟିକା ପାଇଁ ଗାଇଡଲାଇନ ଜାରି କରିଛନ୍ତି । ଟିକା କେମିତି ଉତ୍ପାଦନକାରୀ କମ୍ପାନିଙ୍କଠାରୁ ଆସିବ ଏବଂ ରାଜ୍ୟଗୁଡ଼ିକୁ ବିତରଣ କରାଯିବ ଏସବୁ ବ୍ୟବସ୍ଥା କରିଛନ୍ତି। ତେବେ ଦେଶରେ ଘରୋଇ ହସ୍ପିଟାଲରେ ଟିକା ମିଳିବା ଆରମ୍ଭ ହେବା ପର ଠାରୁ କିଛି…

Read More